ବାରଙ୍ଗରେ ନାବାଳକ ପୁଅ ଚଳାଇଲା ଗାଡି – ୨୬ ହଜାର ଫାଇନ ଗଣିଲେ ଅଭିଭାବକ

Published By : Prameya-News7 Bureau | January 14, 2020 IST

ବାରଙ୍ଗ – ବାଇକ୍‌ ଚଳାଇଲେ ନାବାଳକ, ଫାଇନ ଗଣିଲେ ଅଭିଭାବକ  ।  ବାରଙ୍ଗ ଥାନା ଛକ ନିକଟରେ ଚେକିଂ ବେଳେ ଏହି ନାବାଳକ ଧରା ପଡିଥିଲେ । ବିନା ହେଲମେଟ୍‌ରେ ଏହି ନାବାଳକ ଗାଡି ଚଳାଉଥିଲେ ।  କେବଳ ସେତିକି ନୁହଁ ନାବାଳକଙ୍କର ଡ୍ରାଇଭିଂ ଲାଇସେନ୍ସ ବି ନଥିଲା ।

{"id":211133,"width":575,"height":460,"sizeSlug":"large"}

ନାବାଳକଙ୍କ ପିତା ମୋଟ୍‌ ୨୬ ହଜାର ଟଙ୍କା ଜରିମାନା ଗଣିଛନ୍ତି । ବିନା ହେଲମେଟରେ ସ୍କୁଟି ଚଳାଇ ଫାଇନ୍ ଦେଲେ ନାବାଳକ ।  ୨୬ ହଜାର ଫାଇନ୍‌ ଦେଲେ ଅଭିଭାବକ । ବାରଙ୍ଗ ଥାନା ଛକରେ ଚେକିଂ ବେଳେ ଧରା ପଡିଲେ । 

{"id":211134,"sizeSlug":"large"}
ପ୍ରତୀକାତ୍ମକ ଛବି

ନାବାଳକ ହୋଇ ଗାଡି ଚଲାଉଥିବାରୁ ୨୫ ହଜାର ଟଙ୍କା ଫାଇନ୍  । ହେଲମେଟ୍ ପିନ୍ଧି ନଥିବାରୁ ୧ ହଜାର ଟଙ୍କା ଫାଇନ୍  ଦେଇଛନ୍ତି ।  ଟ୍ରାଫିକ ରୁଲ୍‌ ଭାଙ୍ଗିଲେ ନାବାଳକ- ଅଭିଭାବକ ଗଣିଲେ ତଣ୍ଡ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.