Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ବାରଙ୍ଗରେ ନାବାଳକ ପୁଅ ଚଳାଇଲା ଗାଡି – ୨୬ ହଜାର ଫାଇନ ଗଣିଲେ ଅଭିଭାବକ

14/01/2020 at 3:46 PM

ବାରଙ୍ଗ – ବାଇକ୍‌ ଚଳାଇଲେ ନାବାଳକ, ଫାଇନ ଗଣିଲେ ଅଭିଭାବକ  ।  ବାରଙ୍ଗ ଥାନା ଛକ ନିକଟରେ ଚେକିଂ ବେଳେ ଏହି ନାବାଳକ ଧରା ପଡିଥିଲେ । ବିନା ହେଲମେଟ୍‌ରେ ଏହି ନାବାଳକ ଗାଡି ଚଳାଉଥିଲେ ।  କେବଳ ସେତିକି ନୁହଁ ନାବାଳକଙ୍କର ଡ୍ରାଇଭିଂ ଲାଇସେନ୍ସ ବି ନଥିଲା ।

ନାବାଳକଙ୍କ ପିତା ମୋଟ୍‌ ୨୬ ହଜାର ଟଙ୍କା ଜରିମାନା ଗଣିଛନ୍ତି । ବିନା ହେଲମେଟରେ ସ୍କୁଟି ଚଳାଇ ଫାଇନ୍ ଦେଲେ ନାବାଳକ ।  ୨୬ ହଜାର ଫାଇନ୍‌ ଦେଲେ ଅଭିଭାବକ । ବାରଙ୍ଗ ଥାନା ଛକରେ ଚେକିଂ ବେଳେ ଧରା ପଡିଲେ । 

ପ୍ରତୀକାତ୍ମକ ଛବି

ନାବାଳକ ହୋଇ ଗାଡି ଚଲାଉଥିବାରୁ ୨୫ ହଜାର ଟଙ୍କା ଫାଇନ୍  । ହେଲମେଟ୍ ପିନ୍ଧି ନଥିବାରୁ ୧ ହଜାର ଟଙ୍କା ଫାଇନ୍  ଦେଇଛନ୍ତି ।  ଟ୍ରାଫିକ ରୁଲ୍‌ ଭାଙ୍ଗିଲେ ନାବାଳକ- ଅଭିଭାବକ ଗଣିଲେ ତଣ୍ଡ

   Related Posts