Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

VIDEO: ମମ୍ମି ନ ପଚାରି ନେହା କକ୍କରଙ୍କ ବିବାହ ଏହି ଯୁବକଙ୍କ ସହ କଲେ ଠିକ୍‌, ଦେଖନ୍ତୁ ପୁରା ଭିଡିଓ

14/01/2020 at 10:11 AM

ମୁମ୍ବାଇ ୧୪।୦୧ – ବଲିଉଡ୍‌ ସିଙ୍ଗର ନେହା କକ୍କର ବେଶ୍‌ ଲୋକ ପ୍ରିୟ । ନିଜର ପୂର୍ବତନ ପୁରୁଷ ବନ୍ଧୁ ବା ବୟଫ୍ରେଣ୍ଡଙ୍କ ଠାରୁ ସମ୍ପର୍କ ଛିନ୍ନ ହେବାପରେ ତାଙ୍କର ବିବାହକୁ ନେଇ ଅନେକ ସସ୍‌ପେନ୍ସ ଲାଗିଥିଲା । ହେଲେ ଏବେ ସେ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣଙ୍କୁ ବିବାହ କରିବେ ବୋଲି ସୂଚନା ମିଳିଛି । ନେହା କକ୍କଡ ଓ ଆଦିତ୍ୟ ନାରାୟଣଙ୍କ ବିବାହ କଥା ବେଶ୍‌ ଜୋର୍‌ରେ ପ୍ରଚାରିତ ହେଉଛି ।

ଫେବ୍ରୁଆରୀ ଏକ ତାରିଖରେ ମେହେନ୍ଦୀ ଓ ୧୪ ତାରିଖରେ ବିବାହ ହେବ ବୋଲି ସୂଚନା ମିଳିଛି । ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌ ୧୧ରେ ଆଦିତ୍ୟଙ୍କ ପିତା ତଥା ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ଉଦିତ୍‌ ନାରାୟଣ ତାଙ୍କ ପତ୍ନୀ , ନେହା କକ୍କରଙ୍କ ପିତାମାତା ଷ୍ଟେଜ୍‌ ଉପରେ ଏ ବିଷୟରେ ଘୋଷଣା କରିଛନ୍ତି ।

ଏହି ଦୁଇ ଜଣ ଷ୍ଟାର ସିଙ୍ଗରଙ୍କ ପିତାମାତା ଏ ବିଷୟରେ କଥା ବାର୍ତ୍ତା କରୁଥିବା ଶୁଣିବାକୁ ମିଳିଛି । ଏହି ଭିଡିଓରେ ଆପଣ ଦେଖିପାରିବେ ବିବାହ ଖବର ପରେ ଆଦିତ୍ୟ ଖୁସୀରେ ନାଚି ଉଠୁଥିବା ବେଳେ ଅନ୍ୟମାନେ ନେହାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନେହା ତାଙ୍କୁ ମାଆଙ୍କୁ ବିବାହ ବିଷୟରେ ପଚାରିବା ପାଇଁ କହିଥିବା ବେଳେ ତାଙ୍କ ମାଆ ପୁଅ ତାଙ୍କୁ ପସନ୍ଦ ଏଥିପାଇଁ ବାହଘର ଠିକ୍‌ କରିଥିବା କଥା କହିଛନ୍ତି ।

   Related Posts