Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

କଟକ ରେଳ ଦୁର୍ଘଟଣା ପାଇଁ ଏହି ସବୁ ଟ୍ରେନର ଦିଗ ପରିବର୍ତ୍ତନ କରାଯାଇଛି ।

16/01/2020 at 9:57 AM

ଭୁବନେଶ୍ୱର ୧୬।୦୧ – କଟକରେ ମୁମ୍ବାଇ – ଭୁବନେଶ୍ୱର ଲୋକମାନ୍ୟ ତିଳକ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିପାଇଁ ବିଭିନ୍ନ ଡ୍ରେନର ଦିଗ ବା ରୁଟ୍‌ ପରିବର୍ତ୍ତନ କରାଯାଇଛି । ଭୁବନେଶ୍ୱରରୁ ମୁମ୍ବାଇ ଯିବାକୁ ଥିବା ଲୋକମାନ୍ୟ ତିଳକ ଏକ୍ସପ୍ରେସ ନରାଜ ଦେଇ ଯିବ ।

ସେହିପରି ପୁରୀ ରାଉରକେଲା ପାସେଞ୍ଜର ନରାଜ ରାସ୍ତାରେ ଯିବ ।

ଦୁର୍ଗ ପୁରୀ ଏକ୍ସପ୍ରେସ ର ଗତି ପଥ ପରିବର୍ତ୍ତନ କରାଯାଇଛି । ଏହା ନରାଜା ରାସ୍ତା ଦେଇ ଯାତାୟତ କରିବ ।

ଧାନବାଦ ଭୁବନେଶ୍ୱର ରାଜ୍ୟରାଣୀ ଏକ୍ସପ୍ରେସ ନରାଜ ଦେଇ ଆସିବ ।
ତାଳଚେର ପୁରୀ ମେମୁ ଟ୍ରେନ ନରାଜ ରାସ୍ତା ଦେଇ ଭୁବନେଶ୍ୱ ଓ ପୁରୀକୁ ଯିବ ।

TRAINS – 12880 EXPEESS (Bhubaneswar– LTT) DIVERTED VIA Naraj

58132 (PURI – Rourkela) PASSENGER DIVERTED VIA Naraj

18426 EXP (DURG – PURI) EXP DIVERTED VIA Naraj

12831 Dhanbad – Bhubaneswar Rajyarani Expeess DIVERTED VIA Naraj

68413 (Talcher – PURI ) MEMU DIVERTED VIA Naraj

   Related Posts