Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

VIDEO: ଭିଭିଆଇପିଙ୍କ ରାଗ , ଶ୍ରମିକଙ୍କୁ ଦେଲେ ନିସ୍ତୁକ ମାଡ -ସଫେଇରେ କହିଲେ ଏହି କଥା

14/01/2020 at 4:32 PM

ମୁମ୍ବାଇ ୧୪।୦୧ – ଭିଭିଆଇପି ସେଥିପାଇଁ ଆଇନକୁ ହାତକୁ ନେବା ପାଇଁ ପଛାନ୍ତି ନାହିଁ । କାମ କରୁଥିବା ଶ୍ରମିକଙ୍କୁ ବିଦ୍ୟୁତ ଓ ଇଣ୍ଟରନେଟ୍‌ ଚୋରି କରୁଥିବା ଅଭିଯୋଗ କରି ମାଡ । ହେଲେ ଶ୍ରମିକ ଇଣ୍ଟରନେଟ୍‌ କାହିଁକି ଚୋରି କରିବେ ବୋଲି ଅନେକ ପ୍ରଶ୍ନ କରିଛନ୍ତି ।

VIDEO COURTESY TIMES NOW

ମୁମ୍ବାଇରେ ନୂଆକରି ମନ୍ତ୍ରୀ ହୋଇଥିବା ନଓ୍ୱାବ ମଲ୍ଲିକଙ୍କ ଭାଇ କପ୍ତାନ ମଲ୍ଲିକ କିଛି ଶ୍ରମିକଙ୍କୁ ମାଡ ମାରୁଥିବାର ଭାଇରାଲ୍‌ ହୋଇଛି । ଏହି ଭିଡିଓ ପ୍ରାୟ ଏକ ମାସ ତଳର । ମୁମ୍ବାଇ ନିକଟସ୍ଥ କୁର୍ଲାରେ ବିଦ୍ୟୁତ ତାର ବିଛାଇବା ପାଇଁ କିଛି ଶ୍ରମିକ ନିୟୋଜିତ ଥିଲେ। ସେମାନେ ଏହି ସହ ବିଭିନ୍ନ ସ୍ଥାନରେ ମିଟର ବି ଲଗାଇ ଥାଆନ୍ତେ । ମାତ୍ରର କପ୍ତାନ ମଲ୍ଲିକ ସେଠାର କର୍ପୋରେଟର ଥିଲେ । ଏହି କାମ ବିଷୟରେ ତାଙ୍କୁ ଜଣା ନଥିଲେ । ସେଥିପାଇଁ ସେ ସେଠାରେ ପହ଼ଞ୍ଚି ମାଡ ମାରିଥିବା ଅଭିଯୋଗ ହୋଇଛି ।

ଏହାକୁ ନେଇ ଅନ୍ୟ ରାଜନୈତିକ ଦଳବି କପ୍ତାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ମାତ୍ର କପ୍ତାନ ତାଙ୍କ ପାଖରେ ଅନେକ ପ୍ରମାଣଥିବା କଥା କହିଛନ୍ତି ।

   Related Posts