Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||

ଭୁବନେଶ୍ୱରରୁ ସେକ୍ସ ରାକେଟ୍ ଠାବ, ୫ ବାଂଲାଦେଶୀ ଯୁବତୀ ଉଦ୍ଧାର

21/01/2020 at 6:18 PM

ଭୁବନେଶ୍ୱର ୨୧।୦୧- ଭୁବନେଶ୍ବରରେ ବାଂଲାଦେଶୀ ସେକ୍ସ ରାକେଟ୍ ଠାବ । ରଥଗଡା ରାସ୍ତାର ଏକ ଘରେ ଏସଟିଏଫ ଚଢାଉ କରି ୬ ବାଂଲାଦେଶୀ ଯୁବତୀଙ୍କୁ ଉଦ୍ଧାର କରିଛି ।

ଏଥି ସହ ଦେହ ବ୍ୟାବସାୟ ରାକେଟର ମାଷ୍ଟରମାଇଣ୍ଡ ସେକ୍ ଇବ୍ରାହିମ୍ କୁ ଗିରଫ କରିଛି । ଏଥି ସହ ତାର ଜଣେ ସହଯୋଗୀ ଦିଦିକୁ ଧରିଛି ଏସଟିଏଫ । ଉଭୟ ବାଂଲାଦେଶରୁ ଯୁବତୀଙ୍କୁ ଆଣି ଏଠି ଦେହ ବ୍ୟବସାୟରେ ଲଗାଉଥିଲେ ।

ଏପରିକି ସେମାନଙ୍କ ନାଁରେ ନକଲି ପରିଚୟପତ୍ର ତିଆରି କରି ଭଡା ଘରେ ରଖି ବ୍ୟବସାୟ ଚଳାଇଥିଲେ । …

   Related Posts