ଯୁବକ ଓ ପୁରୁଷମାନେ ଲୁଚାଇ କରନ୍ତି ଏହି କାର୍ଯ୍ୟ

Published By : Prameya-News7 Bureau | February 24, 2020 IST

ଅନେକ କାମକୁ ପୁରୁଷମାନେ ଲୁଚାଇ କରିଥାଆନ୍ତି। ଏମାନେ ଏହାକୁ କାହାକୁ ଦେଖାଇବା ପାଇଁ ଭଲ ପାଆନ୍ତି ନାହିଁ , ପୁରୁଷମାନଙ୍କର ମନଦୁଃଖରେ ଲୁହ ବହିଲେ ଏହାକୁ କାହାକୁ ଦେଖାଇବା ପାଇଁ ଭଲ ପାଆନ୍ତି ନାହିଁ ସେମାନେ ସମସ୍ତଙ୍କ ଠାରୁ ନିଜକୁ ଲୁଚାଇ ଲୁହ ଝରାଇ ଥାଆନ୍ତି ଓ ଏହାକୁ ପୋଛି ଦିଅନ୍ତି ।

{"id":174578,"sizeSlug":"large"}

ପ୍ରାୟ ୪୬ ପ୍ରତିଶତ ଯୁବକ ଓ ପୁରୁଷ ତାଙ୍କ ମୁହଁ ଧୋଇବା ପାଇଁ ଭଲ ପାଆନ୍ତି ନାହିଁ । ଭାରତରେ ଗରମ ହେଉଥିବାରୁ ଏହାର ସଂଖ୍ୟା ଟିକେ କମ୍‌ । ମାତ୍ର ଶୀତପ୍ରଧାନ ଦେଶମାନଙ୍କରେ ଏହାର ସଂଖ୍ୟା ବହୁତ ଅଧିକ । ଅନେକ ସମୟରେ ଗାଧୋଇବା ପାଇଁ କିମ୍ବା ପରିଷ୍କାର ହେବା ପାଇଁ ନିଜର କାଖ ଶୁଙ୍ଘି ଥାଆନ୍ତି ।

ଅନେକ ସମୟରେ ସେମାନେ ଝାଳ ବହୁଥିବା , ଶରୀର ଦୁର୍ଗନ୍ଧଙ୍କୁ ଲୁଚାଇବା ପାଇଁ ଚେଷ୍ଟା କରନ୍ତି , ଶରୀର ଦୁର୍ଗନ୍ଧ ଲୁଚାଇବା ପାଇଁ ଅଧିକ ଡିଓ ସ୍ପ୍ରେ କରିଥାଆନ୍ତି ।

ନିଜର ଶରୀରେ ପ୍ରତି ପୁରୁଷମାନେ କମ୍‌ ଧ୍ୟାନ ଦେଇଥାଆନ୍ତି । ମାତ୍ର ମୁହେଁରେ ଫେୟାରନେସ୍‌ କ୍ରିମକୁ କେତକ ପୁରୁଷ ବ୍ୟବହାର କରିଥାଆନ୍ତି ।

ମାତ୍ର ମହିଳାଙ୍କ ଠାରୁ ପୁରୁଷମାନେ କମ୍‌ କାନ୍ଦନ୍ତି । ମହିଳାଙ୍କ ସଂଖ୍ୟ ଏଥିରେ ୨ ଗୁଣ ।

ମହିଳାଙ୍କ ଠାରୁ ପୁରୁଷମାନେ ଅଧିର ପର୍ଣ୍ଣ ଦେଖିଥାଆନ୍ତି ।ଏହାକୁ ସେମାନେ ଲୁଚାଇ କରି ଦେଖନ୍ତି । ମହିଳାଙ୍କ ସଂଖ୍ୟା ଏଥିରେ କମ୍‌ ।

{"id":171956,"sizeSlug":"large"}

କେତକ ପୁରୁଷ କେବଳ ଦାଢି ନିଶକୁ ବିଭିନ୍ନ ଢଙ୍ଗରେ କାଟି ନଥାଆନ୍ତି । ନାକ ଭିତର ଚୁଟି ଓ ଭୃଲତା ବା ଆଇବ୍ରୋକୁ ବି ଟ୍ରିମ କରିଥାଆନ୍ତି । ମାତ୍ର ଏହା ଲୁଚାଇକରି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.