Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ମାଟ୍ରିକ ଓ ଆଇଟିଆଇ ଛାତ୍ରଙ୍କ ପାଇଁ IOCLରେ ଆପରେଣ୍ଟିସ୍‌ ସୁଯୋଗ

14/01/2020 at 11:57 AM

ନୂଆଦିଲ୍ଲୀ ୧୪।୦୧ – ମାଟ୍ରିକ ଓ ଆଇଟିଆଇ ଛାତ୍ରଙ୍କ ପାଇଁ IOCLରେ ଏବେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଏବେ ଟ୍ରେଡ୍‌ ଅପରେଣ୍ଟିସ୍‌ରେ ବିଭିନ୍ନ ପଦ ପାଇଁ ବିଜ୍ଞାପନ ବାହାରିଛି। ଅନ୍‌ ଲାଇନ୍‌ରେ ଏହି ଅବେଦନ କରିପାରେବ ।

http://iocl.onlinereg.in/ioclsrreg0320/Home.aspx

https://www.iocl.com/PeopleCareers/PDF/FullTextAdvertisement_2019-20_Phase_III.pdf

ଇଛୁକ ଥିବା ପ୍ରାର୍ଥୀଙ୍କ ମାନେ ଆଇଓସିଏଲ୍‌ର ଓ୍ୱେବସାଇଟ୍‌ରେ ଏହି ଆବେଦନ କରିପାରିବେ । ଖାଲି ପଦରେ ନିଯୁକ୍ତି ପାଇଁ ଏହି ବିଜ୍ଞପ୍ତି ବାହାରିଛି।

ଏବେ ଟ୍ରେଡ୍‌ ଆପେରେଣ୍ଟିସ୍‌ ପାଇଁ ୨୪୮ ପଦ ପାଇଁ ବିଜ୍ଞପ୍ତି ବାହାରିଛି।

ଶିକ୍ଷାଗତ ଯୋଗ୍ୟତା

ଆବେଦନ କରିବା ପାଇଁ ବୟସ ସୀମା ୨୪ ବର୍ଷ । ଶିକ୍ଷଗତ ଯୋଗ୍ୟତା ଓ ମାଟ୍ରିକ ସହ ଆଇଟିଆଇ ।
ଆବେଦନ କରିବାର ପ୍ରାରମ୍ଭିକ ତାରିଖ ୧୩ ଜାନୁଆରୀ ୨୦୨୦
ଏହାର ଶେଷ ତାରିଖ ୨୦୨୦

ଏଥିପାଇଁ ବୟସ ସୀମା ସର୍ବନିମ୍ନ ୧୮ ଓ ସର୍ବାଧିକ ୨୪ ବର୍ଷ
ଲିଖିତ ପରୀକ୍ଷା ମାଧ୍ୟମରେ ଏହାର ଚୟନ କରାଯିବ ।

   Related Posts