Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ଋଷୀୟ ଫିଲ୍ମ ଫେଷ୍ଟିଭାଲର ଜୁରି ହେବ ଓଡିଆ ପୁଅ ଜିତେନ୍ଦ୍ର ମିଶ୍ର

29/02/2020 at 9:33 PM

ନୂଆଦିଲ୍ଲୀ ୨୯।୨: ଋଷିଆର ସମ୍ମାଜନକ ଇଣ୍ଟରନ୍ୟାସନାଲ ଫେଷ୍ଟିଭାଲ ଅଫ ସିନେମାଟୋଗ୍ରାଫି ଡେବୁଟ୍ସ-ସ୍ପିରିଟ୍‌ ଅଫ୍‌ ଫାୟାରର ଜୁରି ହେବେ ଜିତେନ୍ଦ୍ର ମିଶ୍ର। ଓଡିଆ ଫିଲ୍ମର ପୃଷ୍ଟପୋଷକ ତଥା ପ୍ରଯୋଜକ ଫିଲ୍ମ ଫେଷ୍ଟିଭାଲର ଶିଶୁ ଏବଂ ଯୁବ ଫିଲ୍ମ ଜୁରି କମିଟି ସଦସ୍ୟଭାବେ ମାର୍ଚ୍ଚ ୧ରେ ଋଷିଆ ଯାତ୍ରା କରିବେ।  

ଫେଷ୍ଟିଭାଲ୍ର ଏହି ଅଷ୍ଟାଦଶତମ ସଂସ୍କରଣ  ଋଷିଆର ସାଇବେରିଆ ଓ ଖାଣ୍ଟିମାଂସିୟାକ ଆଦି ସ୍ଥାନରେ ଅନୁଷ୍ଠିତ ହେବ ।  ୨୦୦୨ମସିହାରୁ ଆରମ୍ଭ ହୋଇଥିବା ଏହି ଫେଷ୍ଟିଭାଲ୍‌ରେ ୫୦ହଜାରରୁ ଅଧିକ ଦର୍ଶକ ସିନେମା କାର୍ଯ୍ୟକ୍ରମରେ ଭାଗ ନେଇପାରିଛନ୍ତି । ଏହି ଫେଷ୍ଟିଭାଲ୍‌ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ବାର୍ଷିକ ଫଟୋଗ୍ରାଫି ଓ ଭିଜୁଆଲ୍‌ ପ୍ରଦର୍ଶନୀ ମଧ୍ୟ ହେବ।

 ଟିଟିଲାଗଡ଼ରେ ଜନ୍ମିତ ମିଶ୍ର ଭାରତୀୟ ସିନେମାରେ ୧୧୦ଟି ଫିଲ୍ମର ପୃଷ୍ଠପୋଷକ ଅଟନ୍ତି । ଏଥିସହ ଅନେକ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଫେଷ୍ଟିଭାଲ୍‌ରେ ଜୁରୀ ରହି ଓଡ଼ିଶାର ଗୌରବ ବଢ଼ାଇଛନ୍ତି ।

   Related Posts