Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଏବେ ୧୨୯ଟଙ୍କାର ରିଚାର୍ଜରେ ପ୍ରତିଦିନ ଜିଓ ଦେଉଛି ୧.୫ଜିବି ଡାଟା, ଶୀଘ୍ର କରନ୍ତୁ ରିଚାର୍ଜ

15/06/2019 at 11:44 AM

ନୂଆଦିଲ୍ଲୀ ୧୫|୬: ଜିଓର ଯେଉଁ ଅଫର ବିଷୟରେ ଏଠାରେ କୁହାଯାଉଛି ତାର ପ୍ରକୃତ ମୂଲ୍ୟ ହେଉଛି ୧୪୯ଟଙ୍କା । ମାତ୍ର ଯଦି ଆପଣ ଏହାର ରିଚାର୍ଜ ପେଟିଏମ୍ ଇ ଓ୍ବାଲେଟ କଂପାନୀ ଜରିଆରେ କରୁଛନ୍ତି ତେବେ ଆପଣଙ୍କୁ ୧୪୯ ଟଙ୍କାର ରିଚାର୍ଜ କଲେ ୨୦ଟଙ୍କାର କ୍ୟାସବ୍ୟାକ୍ ମିଳିବ । ଯାହା ଫଳରେ ଜିଓ ଗ୍ରାହକଙ୍କୁ ୧୪୯ ଟଙ୍କାର ରିଚାର୍ଜ ୧୨୯ଟଙ୍କାରେ ମିଳିବ ।

ଜିଓର ଏହି ଅଫରକୁ ଜିଓର ଅଫିସିଆଲ ଓ୍ବେବସାଇଟ୍‌ରେ ମଧ୍ୟ ଲିଷ୍ଟ କରିଦିଆଯାଇଛି । ଓ୍ବେବସାଇଟ୍‌କୁ ଯାଇ ଆପଣ ଅଫର ସମ୍ବନ୍ଧରେ ଜାଣିପାରିବେ । ଏହି ଅଫର ଜୁନ୍ ୧୫ପର୍ଯ୍ୟନ୍ତ ଉପଲବ୍ଧ ରହିଛି ।

ପେଟିଏମ୍ ଇ ଓ୍ବାଲେଟ କଂପାନୀ ଦ୍ବାରା ରିଚାର୍ଜ କରି ଆପଣ କ୍ୟାସବ୍ୟାକ୍ ଅଫରର ଲାଭ ଉଠାଇପାରିବେ । ଜିଓ ତାର ଗ୍ରାହକମାନଙ୍କୁ ଲାଭ ଦେବା ପାଇଁ କେତେକ ଇ ଓ୍ବାଲେଟ କଂପାନୀ ସହ ଭାଗିଦାରୀ କରିସାରିଛି । ସେଥିମଧ୍ୟରୁ ପେଟିଏମ୍ ଓ୍ବାଲେଟ ଗୋଟିଏ । ଯାହା ମାଧ୍ୟମରେ ଜିଓ ଗ୍ରାହକମାନଙ୍କୁ କ୍ୟାସବ୍ୟାକ୍ ଦେଉଛି ।

   Related Posts