Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଗ୍ରାହକଙ୍କ ପାଇଁ ଜିଓ ଲଞ୍ଚ କଲା ୪ଟି ଆଇୟୁସି ଟପ୍ ଅପ୍ ଭାଉଚର୍ସ, ଆରମ୍ଭ ୧୦ ଟଙ୍କିଆ ପ୍ଲାନରୁ ଶେଷ ଜାଣନ୍ତୁ

10/10/2019 at 4:21 PM

ନୂଆଦିଲ୍ଲୀ୧୦|୧୦:  ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର। ଜିଓ ପ୍ରିପେଡ୍‌ ଗ୍ରାହକଙ୍କ ପାଇଁ ୪ଟି ଆଇୟୁସି ଟପ୍ ଅପ୍ ଭାଉଚର ଲଞ୍ଚ ହୋଇଛି। ଅନ୍ୟ ମୋବାଇଲ ନେଟ୍‌ଓ୍ବାର୍କରେ ଭଏସ କଲ କଲେ ମିନିଟ ପ୍ରତି ୬ ପଇସା ଚାର୍ଜ ଲାଗିବ ବୋଲି ଜିଓ କମ୍ପାନୀ ଘୋଷଣା କରିଛି। ଏହି କଲଗୁଡିକୁ ଅଫ୍‌ ନେଟ ଭଏସ କଲସ୍ ବୋଲି ମଧ୍ୟ କୁହାଯାଏ।  ଅଫ୍‌ ନେଟ ଭଏସ୍‌ କଲ୍‌ ହେଉଛି  ନିଜ ନେଟଓ୍ୱର୍କରୁ ଅନ୍ୟ ନେଟଓ୍ୱର୍କକୁ କଲ୍‌ କରିବା ।

ଅଫ୍‌ ନେଟ ଭଏସ କଲ ପାଇଁ ୪ଟି ଆଇୟୁସି ଟପ୍‌ ଅଫ୍‌ ଭାଉଚର ଜିଓ ଲଞ୍ଚ କରିଛି।

୧୦ ଟଙ୍କିଆ ପ୍ଲାନ-  

୧୦ ଟଙ୍କିଆ ପ୍ଲାନରେ ଗ୍ରାହକଙ୍କୁ ୧୨୪ ଆଇୟୁସି  ମିନିଟ୍‌ ସହ ୧ ଜିବି ଡାଟା ମଧ୍ୟ ମିଳିବ। କମ୍ପାନୀ ଦେଇଥିବା ସୂଚନା ଅନୁସାରେ ଆଇୟୁସି ଟପ୍‌ ଅପ୍‌ ଭାଉଚର ବଦଳରେ ଅତିରିକ୍ତ ଡାଟା ଦିଆଯାଇଥାଏ।

ପୋଷ୍ଟ ପେଡ୍‌ ଜିଓ ଗ୍ରାହକଙ୍କୁ ଅଫ୍‌ ନେଟ୍‌ ଡାଟା, ଆଉଟ ଗୋଇଗିଂ କଲ ଲାଗି ମିନିଟ୍ ପ୍ରତି ୬ ପଇସା ଚାର୍ଜ  ଲାଗିବ ବୋଲି  ଜିଓ ଘୋଷଣା କରିଛି। ପୋଷ୍ଟ ପେଡ୍‌ ଗ୍ରାହକଙ୍କୁ ମଧ୍ୟ ଅତିରିକ୍ତି ଡାଟା ମିଳିବ।

୨୦ ଟଙ୍କିଆ ପ୍ଳାନ-

୨୦ ଟଙ୍କିଆ ପ୍ଳାନରେ ଗ୍ରାହକଙ୍କୁ  ୨୪୯ ଆଇୟୁସି ମିନିଟ୍‌ ସହ ଅତିରିକ୍ତ ୨ ଜିବି ଡାଟା ମିଳିବ।

୫୦ ଟଙ୍କିଆ ପ୍ଳାନ

ସେହିପରି ୫୦ ଟଙ୍କିଆ ପ୍ଳାନରେ ୬୫୬ ଆଇୟୁସି ମିନିଟ୍ ଗ୍ରାହକଙ୍କୁ ମିଳିବ। ଏହି ପ୍ଲାନରେ ଅତିରିକ୍ତ ୫୦ ଜିବି ଡାଡା ଗ୍ରାହକଙ୍କୁ ମିଳିବ।

୧୦୦ ଟଙ୍କିଆ ପ୍ଲାନ

୧୦୦ ଟଙ୍କିଆ ପ୍ଲାନରେ ୧୩୬୨  ଆଇୟୁସି ମିନିଟ୍ ସହ ଅତିରିକ୍ତ ୧୦ ଜିବି ଡାଟା ଗ୍ରାହକଙ୍କୁ ମିଳିବ।

   Related Posts