Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ଆସିଗଲା ମାର୍କେଟରେ ଜିଓର ଦମଦାର ଅଫର : ୧୮୯ଟଙ୍କାରେ ଦେଉଛି ୮୪ଦିନର ଭ୍ୟାଲିଡିଟି

10/09/2019 at 12:39 PM

ନୂଆଦିଲ୍ଲୀ ୧୦/୯: ବର୍ତ୍ତମାନ ଜିଓ କମ୍ପାନୀ ସବୁଠୁ ପ୍ରଥମ ସ୍ଥାନରେ ରହିଛି । ଜିଓ କମ୍ପାନୀ ଆଉ ଏକ ନୂଆ ପ୍ଲାନ୍ ଲଞ୍ଚ କରି ଦେଇଛି। ଜିଓ କମ୍ପାନୀ ନିଜ ଗ୍ରାହକଙ୍କ ପାଇଁ ୧୮୯ଟଙ୍କାର ପ୍ଲାନରେ ୮୪ଦିନର ଭ୍ୟାଲିଡିଟି ଦେଉଛି। କମ୍ପାନୀ ଗ୍ରାହକଙ୍କ ଫାଇଦା ପାଇଁ ଜିଓ ଅନଲାଇନ୍ ରିଚାର୍ଜ ଓ୍ବାଲେଟ ସହ ବୁଝାମଣା କରି ଜବରଦସ୍ତ କ୍ୟାଶବ୍ୟାକ୍ ଅଫର ଉପଲବ୍ଧ କରିଛି। ଜିଓ ଗ୍ରାହକଙ୍କ ପାଇଁ ୨୧୦ଟଙ୍କାର କ୍ୟାଶବ୍ୟାକ୍ ଅଫର ଦିଆଯାଉଛି।

ଯଦି ଜିଓ ଗ୍ରାହକ ୩୯୯ଟଙ୍କାର ରିଚାର୍ଜକୁ ପେଟିଏମ୍ ଓ୍ବାଲେଟ ମାଧ୍ୟମରେ କରୁଛନ୍ତି ତେବେ ତାଙ୍କୁ ୨୧୦ଟଙ୍କା ଯାଏଁ କ୍ୟାଶବ୍ୟାକ୍ ମିଳି ପାରିବ ଯାହାର ବ୍ୟବହାର ପରବର୍ତ୍ତୀ ଜିଓ ରିଚାର୍ଜରେ କରାଯାଇପାରିବ। ଏହା ପରେ ଗ୍ରାହକଙ୍କୁ ୨୧୦ଟଙ୍କାର କ୍ୟାଶବ୍ୟାକ୍ ଅଫର ମିଳିବା ପରେ ଗ୍ରାହକଙ୍କୁ ୩୯୯ଟଙ୍କାର ପ୍ଲାନ୍ ରିଚାର୍ଜ ୧୮୯ଟଙ୍କାରେ ମିଳିବ। ଏହି ଅଫର ମାଧ୍ୟମରେ ୨୧୦ଟଙ୍କାର କ୍ୟାଶବ୍ୟାକ୍ ଅଫର ପାଇ ପାରିବେ।

ଏହି ଅଫରରେ ଗ୍ରାହକଙ୍କୁ ୮୪ଦିନ ପାଇଁ ପ୍ରତିଦିନ ୧.୫ଜିବି ଡାଟା ବ୍ୟବହାର କରିବାକୁ ଦିଆଯିବ। ଏହା ବ୍ୟତୀତ ୧୦୦ଟି ଏସଏମଏସ ଏବଂ ଅନଲିମିଟେଡ ଭଏସ୍ କଲିଙ୍ଗର ସୁବିଧା ଗ୍ରାହକଙ୍କୁ ଦିଆଯିବ।

   Related Posts