Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଜିଓ ଆଣୁଛି ଶସ୍ତା ସ୍ମାର୍ଟଫୋନ, ଦାମ ଓ ଫିଚର ଦେଖି ଆତଙ୍କିତ ଅନ୍ୟ କମ୍ପାନୀ

26/12/2018 at 4:57 PM

ନୂଆଦିଲ୍ଲୀ ୨୬/୧୨-  ଟେଲିକମ ସେକ୍ଟରରେ ରିଲିୟାନ୍ସ ସବୁବେଳେ କିଛି କିଛି ଅଫର ଆଣି ଗ୍ରାହକମାନଙ୍କୁ ଚକମା ଦେଖାଇଥାଏ । କେତେବେଳେ ଟକ ଟାଇମରେ ତ କେତେବେଳେ ଶସ୍ତା ଫୋନ ବଜାରକୁ ଆଣି ଗ୍ରାହକଙ୍କୁ ଆକୃଷ୍ଟ କରିଛି । ଏବେ ଜିଓ ନେବାକୁ ଯାଉଛି ଗୋଟେ ବଡ଼ ପଦକ୍ଷେପ । ଯାହା ଅତି କମଦାମରେ ଲୋକମାନଙ୍କୁ ଯୋଗାଇଦେବ ସ୍ମାର୍ଟ ଫୋନ । ବଜାରରେ ପ୍ରବେଶ କରିଥବା ଅନ୍ୟାନ୍ୟ କଂପାନୀର ସ୍ମାର୍ଟ ଫୋନ ଭଳି ରହିବ ସୁବିଧା ।

ଏହି ବାବଦରେ ଜିଓ ଯଦିଓ ନିର୍ଦ୍ଦିଷ୍ଟଭାବେ କେଉଁମାସ ବଜାରକୁ ଶସ୍ତା ସ୍ମାର୍ଟ ଫୋନ ଛାଡ଼ିବ ଜଣାଇନାହିଁ  କିନ୍ତୁ ଏହି ଫୋନ ଯୋଗାଇଦେବାକୁ ଟାଇ-ଅଫ୍ କରିଥିବା  କଂପାନୀ ସହ କଥାବାର୍ତ୍ତା ଚାଲିଛି ବୋଲି ରିଲିୟାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

ରିଲିୟାନ୍ସ ବଜାରକୁ ନୂଆ ସ୍ମାର୍ଟ ଫୋନ ଛାଡ଼ିଲେ ଫିଚର ଫୋନ ଗ୍ରାହକଙ୍କୁ ଟାର୍ଗେଟ କରିବ ବୋଲି ଜଣାଯାଇଛି । ଯାହା ଜଣାଯାଉଛି ଜିଓ କିଛିଦିନ ପୂର୍ବରୁ ଛାଡ଼ିଥିବା ଫିଚର ଫୋନର ଏକ୍ସଚେଂଜ ଅଫର ଛାଡ଼ିପାରେ । ଯାହା ବଦଳରେ ଜଣେ ଗ୍ରାହକ ନୂଆଫୋନଟିଏ ପୁରୁଣା ଫୋନ ବଦଳରେ ପାଇପାରିବ ବୋଲି ଆଶା କରାଯାଉଛି ।

   Related Posts