ଜିଓ ଗିଫ୍ଟ କାର୍ଡ ଅଫର: ଏବେ ୬ ମାସ ଯାଏଁ ମିଳିବ ଅନଲିମିଟେଡ ଡାଟା ଓ କଲିଂ ସେବା ମାତ୍ର ୫୦୧ ଟଙ୍କାରେ

Published By : Prameya-News7 Bureau | March 12, 2019 IST

wp:heading {"level":5}
ରିଲାଏନ୍ସ ଜିଓ ବିଭିନ୍ନ ଅଫର ଘୋଷମା କରିବା କ୍ଷେତ୍ରରେ ପ୍ରସିଦ୍ଧ । ଦିନକୁ ଦିନ ଜିଓ ୟୁଜରର୍ସଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି। ଜିଓ ଏକ ଅଫର ଘୋଷଣା କରିଛି। ଏହି ଅଫରର ନାଁ ଜିଓ ଗିଫ୍ଟ କାର୍ଡ । ଏହା ଦ୍ୱାରା ନୂଆ ଫୋନ ସହ ୬ ମାସ ଯାଏଁ ଅନଲିମିଟେଡ ଡାଟା ଓ ଫ୍ରି କଲିଂର ସେବା ମିଳିବ।     
/wp:heading {"id":92907,"width":597,"height":336}
wp:heading {"level":5}
କେବଳ ସେତିକି ନୁହଁ ଏହି ଅଫରରେ ପୁରୁଣା ଜିଓ ଫୋନ ବଦଳରେ ନୂଆ ଫୋନ ମଧ୍ୟ ପାଇ ପରିବେ ଗ୍ରାହକ । ଏଥିପାଇଁ ମାତ୍ର ୫୦୧ ଟଙ୍କା ଖର୍ଚ୍ଚ ହେବ। ଏହା ଦ୍ୱାରା ୟୁଜର୍ରସଙ୍କୁ ନୂଆ ଗିଫ୍ଟ କାର୍ଡ ମିଳିବ। ଏହି ଗିଫ୍ଟ କାର୍ଡର ମୁଲ୍ୟ ୧୦୯୫ ଟଙ୍କା। ରିଲାଏନ୍ସ ଜିଓଫୋନ ଗିଫ୍ଟ କାର୍ଡ ଆମାଜନ ଇଂଡିୟା ୱେବସାଇଟ୍‌ ଓ ରିଲାଏନ୍ସ ଡିଜିଟାଲ ଷ୍ଟୋରରୁ କିଣି ହେବ।
/wp:heading {"id":92908,"width":595,"height":332}
wp:heading {"level":5}
ଏହି ଗିଫ୍ଟ କାର୍ଡ ଦ୍ୱାରା କୌଣସି ବ୍ରାଣ୍ଡର 2ଜି, 3ଜି, ଓ 4ଜି ଫୋନ ବଦଳାଇ ନୂଆ ଜିଓଫୋନ କିଣି ହେବ।  ତେଣୁ ୫୦୧ ଟଙ୍କାରୁ ଜିଓ ଫୋନ କିଣି ହେବ ଓ ୫୯୪ ଟଙ୍କାରେ ୬ ମାସ ଯାଏଁ ଫୋନ ରିଚାର୍ଜ ପ୍ଲାନ ନେଇ ହେବ। ଜିଓର ଏହି ସ୍ପୋଶାଲ ରିଚାର୍ଜ ପ୍ଲାନ ୬ ମାସ ଯାଏଁ ଅନଲିମିଟେଡ ଭଏସ କଲିଂ ସହ ୫୦୦ ଏମବି ଡାଟା ମିଳିବ। ଏହି ପ୍ଲାନରେ ୩୦୦ ଏସଏମଏସର ସୁବିଧା ମଧ୍ୟ ମିଳିବ।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.