Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||

ଜିଓ ଗିଫ୍ଟ କାର୍ଡ ଅଫର: ଏବେ ୬ ମାସ ଯାଏଁ ମିଳିବ ଅନଲିମିଟେଡ ଡାଟା ଓ କଲିଂ ସେବା ମାତ୍ର ୫୦୧ ଟଙ୍କାରେ

12/03/2019 at 4:10 PM

ରିଲାଏନ୍ସ ଜିଓ ବିଭିନ୍ନ ଅଫର ଘୋଷମା କରିବା କ୍ଷେତ୍ରରେ ପ୍ରସିଦ୍ଧ । ଦିନକୁ ଦିନ ଜିଓ ୟୁଜରର୍ସଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି। ଜିଓ ଏକ ଅଫର ଘୋଷଣା କରିଛି। ଏହି ଅଫରର ନାଁ ଜିଓ ଗିଫ୍ଟ କାର୍ଡ । ଏହା ଦ୍ୱାରା ନୂଆ ଫୋନ ସହ ୬ ମାସ ଯାଏଁ ଅନଲିମିଟେଡ ଡାଟା ଓ ଫ୍ରି କଲିଂର ସେବା ମିଳିବ।     
କେବଳ ସେତିକି ନୁହଁ ଏହି ଅଫରରେ ପୁରୁଣା ଜିଓ ଫୋନ ବଦଳରେ ନୂଆ ଫୋନ ମଧ୍ୟ ପାଇ ପରିବେ ଗ୍ରାହକ । ଏଥିପାଇଁ ମାତ୍ର ୫୦୧ ଟଙ୍କା ଖର୍ଚ୍ଚ ହେବ। ଏହା ଦ୍ୱାରା ୟୁଜର୍ରସଙ୍କୁ ନୂଆ ଗିଫ୍ଟ କାର୍ଡ ମିଳିବ। ଏହି ଗିଫ୍ଟ କାର୍ଡର ମୁଲ୍ୟ ୧୦୯୫ ଟଙ୍କା। ରିଲାଏନ୍ସ ଜିଓଫୋନ ଗିଫ୍ଟ କାର୍ଡ ଆମାଜନ ଇଂଡିୟା ୱେବସାଇଟ୍‌ ଓ ରିଲାଏନ୍ସ ଡିଜିଟାଲ ଷ୍ଟୋରରୁ କିଣି ହେବ।
ଏହି ଗିଫ୍ଟ କାର୍ଡ ଦ୍ୱାରା କୌଣସି ବ୍ରାଣ୍ଡର 2ଜି, 3ଜି, ଓ 4ଜି ଫୋନ ବଦଳାଇ ନୂଆ ଜିଓଫୋନ କିଣି ହେବ।  ତେଣୁ ୫୦୧ ଟଙ୍କାରୁ ଜିଓ ଫୋନ କିଣି ହେବ ଓ ୫୯୪ ଟଙ୍କାରେ ୬ ମାସ ଯାଏଁ ଫୋନ ରିଚାର୍ଜ ପ୍ଲାନ ନେଇ ହେବ। ଜିଓର ଏହି ସ୍ପୋଶାଲ ରିଚାର୍ଜ ପ୍ଲାନ ୬ ମାସ ଯାଏଁ ଅନଲିମିଟେଡ ଭଏସ କଲିଂ ସହ ୫୦୦ ଏମବି ଡାଟା ମିଳିବ। ଏହି ପ୍ଲାନରେ ୩୦୦ ଏସଏମଏସର ସୁବିଧା ମଧ୍ୟ ମିଳିବ।

   Related Posts