Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

Jio ବେଷ୍ଟ ପ୍ରିପେଡ୍‌ ପ୍ଲାନ୍‌ – ମିଳିବ ୩ଜିବି ଡାଟା

14/11/2019 at 5:05 PM

ନୂଆଦିଲ୍ଲୀ – ରିଲାଏନ୍ସ ଜିଓ ନିଜର ଉପଭୋକ୍ତା ସଂଖ୍ୟା ବୃଦ୍ଧି କରିବା ପାଇଁ ଲଗାତର ନୂଆ , ନୂଆ ପ୍ଲାନ ଲଞ୍ଚ କରୁଛି । ଜିଓ ଏହାର ଡାଟା ପ୍ଲାନ ପାଇଁ ବେଶ୍‌ ଲୋକ ପ୍ରିୟ ।

ଏହାର ବ୍ୟବହାରକାରୀଙ୍କୁ ଇଁ ଶସ୍ତାରେ ଜିଓ ଅଧିକ ଡାଟା ପ୍ରଦାନ କରିଥାଏ । ଏବେ ଆପଣଙ୍କୁ ଜିଓ ର ଭଲ ବା ଟପ୍‌ ୫ଟି ପ୍ଲାନ୍‌ ବିଷୟରେ ଜଣାଉଛୁ ।

୪୪୪ ଟଙ୍କିଆ ପ୍ଲାନ

ଏବେ ଜିଓର ଏହି ନୂଆ ପ୍ଲାନ୍‌କୁ ଲଞ୍ଚ କରାଯାଇଛି । ଏଥିରେ କମ୍ପାନୀ ଆଇୟୁସି ଚାର୍ଜ ଲାଗୁ କରୁଛି । ଏହି ପ୍ଲାନ୍‌ରେ ବ୍ୟବହାରକାରୀ ବା ଉପଭୋକ୍ତାଙ୍କ ପାଇଁ ବେଶ୍‌ ଭଲ ଅଫର୍‌ ରହିଛି । ୪୪୪ ଟଙ୍କିଆ ପ୍ଲାନରେ ପ୍ରତିଦିନ ୨ ଜିବି ଡାଟା ମିଳିବ । ଏଥିରେ ଜିଓ ନେଟଓ୍ୱର୍କ ପାଇଁ ଅନ୍‌ଲିମିଟେଡ୍‌ କଲିଂ ସୁବିଧା ରହିଛି । ଅନ୍ୟ ନେଟ୍‌ଓ୍ୱର୍କକୁ କଲ୍‌ କରିବା ପାଇଁ ୧୦୦୦ ଆଇୟୁସି ମିନିଟ୍‌ ଦିଆଯାଉଛି । ଏଥିରେ ପ୍ରତିଦିନ ୧୦୦ ଏସ୍‌ଏମ୍‌ଏସ୍‌ ଫ୍ରି ଦିଆଯାଉଛି । ପେଟିଏମ୍‌ରେ ରିଚାର୍ଜ କଲେ ୪୪ ଟଙ୍କାର ରିହାତି ମିଳିବ । ଏହାର ବୈଧତା ୮୪ ଦିନ ।

ଜିଓର ୨୯୯ ଟଙ୍କିଆ ପ୍ଲାନ୍‌ –

ଜିଓର ଏହି ପ୍ଲାନର୍‌ରେ ପ୍ରତିଦିନ ୩ଜିବି ଡାଟା ମିଳିବ । ଏହାର ବୈଧତା ୨୮ ଦିନ ଜିଓ ନେଟଓ୍ୱର୍କକୁ କଲିଂ ମାଗଣା । ଅନ୍ୟ ଆଇୟୁସିକୁ କଲ୍‌ କରିବା ପାଇଁ ଟପ୍‌ ଅପ୍ ଭାଉଚର୍‌ ୧୦ ଟଙ୍କିଆ ଅଫର୍‌ ସହ ଆସୁଛି । ଦୈନିକ ଏକ ଶହ ଏସ୍‌ଏମ୍‌ଏସ୍‌ ମାଗଣା ମିଳିବ ।

ଜିଓର ୩୯୯ ଟଙ୍କିଆ ପ୍ଲାନ୍‌ –

ଜିଓର ଏହି ପ୍ଲାନର ବୈଧତା ୮୪ ଦିନ । ଏଥିରେ ପ୍ରତିଦିନ ୧.୫ ଜିବି ଡାଟା ମିଳିବ । ଜିଓ ନେଟ୍‌ଓ୍ୱର୍କକୁ ଅନ୍‌ଲିମିଟେଡ୍‌ କଲିଂ ସୁବିଧା ରହିଛି । ଅନ୍ୟ ନେଟଓ୍ୱାର୍କକୁ କଲ୍‌ କରିବା ପାଇ ଉପଭୋକ୍ତାଙ୍କୁ ଆଇୟୁସି ରି ଚାର୍ଜ କରିବାକୁ ପଡିବ । ଏଥିରେ ପ୍ରତିଦିନ ଏକ ଶହ ଏସ୍‌ଏମ୍ଏସ୍‌ ମାଗଣା ।

ଜିଓର ୪୯୮ ଟଙ୍କିଆ ପ୍ଲାନ୍‌-

ଏହାର ବୈଧତା ବା ଭାଲିଡିଟି ୯୧ ଦିନ । ଏଥିରେ ପ୍ରତିଦିନ ୨ ଜିବି ଡାଟା ମିଳିବ । ଏଥିରେ ଜିଓ ନେଟଓ୍ୱର୍କକୁ ଫ୍ରି କଲିଂ କରିପାରିବେ । ଅନ୍ୟ ନେଟ୍‌ଓ୍ୱର୍କକୁ କଲ୍ କିବ ପାଇଁ ଆଇୁସି ଟପ୍‌ଅପ୍‌ ପକାଇବାକୁ ପଡିବ । ଏଥିରେ ବି ପ୍ରତିଦିନ ୧୦୦ ଏସ୍‌ଏମ୍‌ଏସ୍‌ ମାଗଣା ଅଛି ।

   Related Posts