Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର ରୋଡ୍ : ଉପ-କାରାଗାରରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଢେଙ୍କାନାଳ : ଜଙ୍ଗଲୀ ଜନ୍ତୁକୁ ମାରି ମାଂସ ଭାଗବଣ୍ଟା କଲେ, ଭାଗ ଛିଡିଲାନି ବୋଲି ଜଣଙ୍କୁ ମାରିଦେଲେ, ଅଭିଯୁକ୍ତ ଫେରାର
  • ||
  • ଚଣ୍ଡିଖୋଲ : କ୍ୟାବିନରୁ ୨ଶହ ଲିଟର ଡିଜେଲ ଜବତ, ଜଣେ ଗିରଫ
  • ||
  • ପଟ୍ଟାମୁଣ୍ଡାଇ : ନଦୀରେ ଭାସୁଛି କୁମ୍ଭୀରର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ଗାଁ ମୁହାଁ ହାତୀ ପଲ, ଭୟଭୀତ ଗ୍ରାମବାସୀ, ପଡିଲା ତାଟି କବାଟ
  • ||
  • ମନ୍ଦିର ନିକଟରେ ପଡିଛି ଅଜଣା ଯୁବକ ମୃତଦେହ, ହତ୍ୟା ନା ଆଉ କିଛି ?
  • ||
  • କମୁଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୮ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୨୯୫୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଅମାନବୀୟ : ଗୋଡାଇବାରୁ କୁକୁରକୁ ହତ୍ୟା, ଜଣେ ଗିରଫ
  • ||
  • ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା, ଆସନ୍ତାକାଲି ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ପର୍ଯ୍ୟନ୍ତ କଟକଣା ଲାଗୁ
  • ||

ଜିଓର ନୂଆ ଅଫର ବଜାରରେ ସୃଷ୍ଟି କରିବ ହଇଚଇ: ବର୍ତ୍ତମାନ ଭ୍ୟାଲିଡିଟି ଚିନ୍ତା ହେଲା ଦୂର

23/12/2018 at 5:24 PM

ନୂଆଦିଲ୍ଲୀ ୨୩/୧୨: ଟେଲିକମ୍ ମାର୍କେଟର ବୃହତକାୟ କମ୍ପାନୀ ରିଲାଏନ୍ସ ଜିଓ ଏକ ବଡ଼ ଘୋଷଣା କରିଛି ଯେ ଜିଓର ୩ଟି ନୂଆ ଧମାକାଦାର ଅଫର ସାମନାକୁ ଆସିଛି। ରିଲାଏନ୍ସ ଜିଓ କମ୍ପାନୀ ଆରମ୍ଭରୁ ବ୍ୟୟସାପେକ୍ଷ ଦରରେ ଡାଟା ଏବଂ ଅନଲିମିଟେଡ କଲ୍ ଅଫର୍ ପ୍ରଦାନ କରିବାରେ ଲୋକପ୍ରିୟ ଅଟେ। କିନ୍ତୁ ଏବେ ପୁଣି ଥରେ ୩ଟି ନୂଆ ଅଫର୍ ୨୦୧୯ ଜାନୁୟାରୀ ୧ତାରିଖରୁ ଗ୍ରାହକଙ୍କ ନିମନ୍ତେ ଉପଲବ୍ଧ କରାଯିବ। ଆସନ୍ତୁ ଜାଣିବା ଏହି ଅଫର ଗୁଡ଼ିକ ବିଷୟରେ

*ଜିଓର ପ୍ରଥମ  ରିଚାର୍ଜ ଅଫରରେ ଗ୍ରାହକଙ୍କୁ ମାତ୍ର ୬୭ଟଙ୍କାରେ ମାସେ ନିମନ୍ତେ ୩୦ଜିବି ଡାଟା ଉପଲବ୍ଧ ହେବ।

* ଜିଓର ଦ୍ବିତୀୟ ରିଚାର୍ଜ ଅଫରରେ ଗ୍ରାହକଙ୍କୁ ୯୯ଟଙ୍କାରେ ମାସେ ପାଇଁ ୪୫ଜିବି ଡାଟା ମିଳିବ।  

ରିଲାଏନ୍ସର ଏହି ଅଫର୍ ରେଳବାଇ ଅଧିକାରୀଙ୍କୁ ପ୍ରଦାନ କରାଯିବ।    

   Related Posts