ଜିଓର ନୂଆ ଅଫର ବଜାରରେ ସୃଷ୍ଟି କରିବ ହଇଚଇ: ବର୍ତ୍ତମାନ ଭ୍ୟାଲିଡିଟି ଚିନ୍ତା ହେଲା ଦୂର
23/12/2018 at 5:24 PM

ନୂଆଦିଲ୍ଲୀ ୨୩/୧୨: ଟେଲିକମ୍ ମାର୍କେଟର ବୃହତକାୟ କମ୍ପାନୀ ରିଲାଏନ୍ସ ଜିଓ ଏକ ବଡ଼ ଘୋଷଣା କରିଛି ଯେ ଜିଓର ୩ଟି ନୂଆ ଧମାକାଦାର ଅଫର ସାମନାକୁ ଆସିଛି। ରିଲାଏନ୍ସ ଜିଓ କମ୍ପାନୀ ଆରମ୍ଭରୁ ବ୍ୟୟସାପେକ୍ଷ ଦରରେ ଡାଟା ଏବଂ ଅନଲିମିଟେଡ କଲ୍ ଅଫର୍ ପ୍ରଦାନ କରିବାରେ ଲୋକପ୍ରିୟ ଅଟେ। କିନ୍ତୁ ଏବେ ପୁଣି ଥରେ ୩ଟି ନୂଆ ଅଫର୍ ୨୦୧୯ ଜାନୁୟାରୀ ୧ତାରିଖରୁ ଗ୍ରାହକଙ୍କ ନିମନ୍ତେ ଉପଲବ୍ଧ କରାଯିବ। ଆସନ୍ତୁ ଜାଣିବା ଏହି ଅଫର ଗୁଡ଼ିକ ବିଷୟରେ
*ଜିଓର ପ୍ରଥମ ରିଚାର୍ଜ ଅଫରରେ ଗ୍ରାହକଙ୍କୁ ମାତ୍ର ୬୭ଟଙ୍କାରେ ମାସେ ନିମନ୍ତେ ୩୦ଜିବି ଡାଟା ଉପଲବ୍ଧ ହେବ।
* ଜିଓର ଦ୍ବିତୀୟ ରିଚାର୍ଜ ଅଫରରେ ଗ୍ରାହକଙ୍କୁ ୯୯ଟଙ୍କାରେ ମାସେ ପାଇଁ ୪୫ଜିବି ଡାଟା ମିଳିବ।
ରିଲାଏନ୍ସର ଏହି ଅଫର୍ ରେଳବାଇ ଅଧିକାରୀଙ୍କୁ ପ୍ରଦାନ କରାଯିବ।
Related Posts
ଧିମା କାରବାରରୁ ଖୋଲିଲା ସେୟାର ବଜାର, ତଳକୁ ଖସିଲା ସେନସେକ୍ସ ଓ ନିଫ୍ଟି
27 January 2021