Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ସ୍କୁଲ ବାରଣ୍ଡାରେ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା…

29/06/2020 at 9:55 AM

ନିଶ୍ଚିନ୍ତକୋଇଲି ୨୯।୦୬: ସ୍କୁଲ ବାରଣ୍ଡାରେ ଝୁଲନ୍ତା ମୃତଦେହ । କଟକ ଜିଲ୍ଲା ମାହାଙ୍ଗା ଥାନା ଜଳେଶ୍ୱରପୁର ପଂଚାୟତ ଗଙ୍ଗପୁରା ସ୍କୁଲ ବାରଣ୍ଡାରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ସ୍ଥାନୀୟ ରବୀନ୍ଦ୍ର ଜେନାଙ୍କ ପୁଅ ସରୋଜ ଜେନା । ତାଙ୍କ ବୟସ ୨୦ବର୍ଷ ହେବ ।

ସୂଚନାଯୋଗ୍ୟ ଯେ,  ଯାଜପୁର ରତ୍ନଗିରିରେ ପିଉସୀ ଘରେ ଦୀର୍ଘ ଦିନରୁ ରହୁଥିଲେ ସରୋଜ । ଗତକାଲି ସନ୍ଧ୍ୟାରେ ନିଜ ଘର ଗଙ୍ଗପୁରା ଗାଁ କୁ ଆସିଥିବା ସୂଚନା ମିଳିଛି । କେଉଁ ପରିସ୍ଥିତିରେ ସରୋଜ ଆତ୍ମହତ୍ୟା କଲେ,  ନା ତାଙ୍କୁ କିଏ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଛି, ତାହା ଏବେ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ତଦନ୍ତ ଜାରି କରିଛି ।

   Related Posts