ଝୁଲନ୍ତା ଅବସ୍ଥାରେ ଅନାଥ ଆଶ୍ରମରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର: ପୋଲିସ୍‌ର ଛାନ୍‌ଭିନ୍‌​‌ ଜାରି

Published By : Prameya-News7 Bureau | June 26, 2020 IST

କଳାହାଣ୍ଡି୨୬/୬: ବେସରକାରୀ ଅନାଥ ଆଶ୍ରମରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ମୃତ ଛାତ୍ର ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଥିଲେ। ଝୁଲନ୍ତା ଅବସ୍ଥାରେ ଆଶ୍ରମର ଶୌଚାଳୟରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି।

{"id":291688,"sizeSlug":"large"}

ମୃତ ଛାତ୍ରୀଙ୍କ ଘର ଧର୍ମଗଡ଼ ଥାନା ଅଞ୍ଚଳରେ ବୋଲି ଜଣାପଡିଛି। ଏହି ଘଟଣା ପରେ ପୋଲିସ୍‌ ଘଟଣାସ୍ଥଳରେ ପହଁଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ପୋଲିସ୍ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ପଠାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.