Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଝାରସୁଗୁଡାରେ ପବନ ସହ କୁଆପଥର ବର୍ଷା

24/04/2020 at 8:32 PM

ଝାରସୁଗୁଡା୨୪/୪: ଶୁକ୍ରବାର ସନ୍ଧ୍ୟାରେ ଝାରସୁଗୁଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ଝଡ ତୋଫାନ ସହ ବର୍ଷା ହୋଇଛି। ବର୍ଷା ସମୟରେ ଝାରସୁଗୁଡା, ବ୍ରଜରାଜନଗର, ବାଗଡ଼ିହି, କିର୍ମିରା ଅଞ୍ଚଳରେ କୁଆପଥର ବୃଷ୍ଟି ହୋଇଥିଲା।କୁଆପଥର ଗୁଡିକ ଏତେ ବଡ ଥିଲା ଯେ ବାହାରକୁ ଆସିବାକୁ ଭୟ କରିଥିଲେ ଲୋକେ। କୁଆପଥର ବୃଷ୍ଟି ସମୟରେ ବଜ୍ରପାତ ମଧ୍ୟ ହୋଇଥିଲା। କୁଆପଥର ମାଡ ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପନି ପରିବା ଚାଷ କ୍ଷତି ହୋଇଥିବା ଖବର ମିଳିଛି।

ଏଥିସହ ରବି ଧାନ ଅମଳ ପୂର୍ବରୁ କୁଆପଥର ମାଡ ଚାଷୀ ମୁଣ୍ଡରେ ଚଡକ ପକାଇଛି।ଗୋଟିଏ ପଟେ କରୋନାକୁ ନେଇ ଲକଡାଉନ ଯୋଗୁଁ ଚାଷୀ ହତାଶ ହୋଇଥିଲା ବେଳେ ଆଜିର କୁଆପଥର ମାଡ ସେମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେବା ବୋଲି ଚାଷୀମାନେ କହିଛନ୍ତି।

   Related Posts