ନିର୍ଦ୍ଦେଶକୁ ବେଖାତିର କରି ହଲରେ ଚାଲିଲା ଫିଲ୍ମ୍ ସୋ, ବନ୍ଦ କଲା ପୋଲିସ
14/03/2020 at 8:58 PM

ଝାରସୁଗୁଡା, ୧୪|୦୩: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମାକୁ ବେଖାତିର। କରୋନା ପାଇଁ ସାରା ରାଜ୍ୟରେ ଫିଲ୍ମ ହଲ ବନ୍ଦ ରଖିବାକୁ ସରକାର ଶୁକ୍ରବାର ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଝାରସୁଗୁଡାର ଏକ ହଲରେ ଏହାକୁ ବେଖାତିର କରି ସୋ ଚାଲୁଥିବା ଘଟଣା ସାମ୍ନାକୁ ଆସିଛି।

ଝାରସୁଗୁଡ଼ାରେ କରୋନାକୁ ନେଇ ରାଜ୍ୟସରକାରଙ୍କ ନିର୍ଦ୍ଦେଶନାମାକୁ ଅବମାନନା କରି ହରଡ଼ଘଣାରେ ସିନେପ୍ଲେକ୍ସ କର୍ତ୍ତୃପକ୍ଷ ପଡିଛନ୍ତି। ଜିଲ୍ଲାର ବ୍ରଜରାଜନଗରରେ ଥିବା ସିନେପ୍ଲେକ୍ସରେ ଆଜି ସନ୍ଧ୍ୟାରେ ସୋ ଚାଲୁଥିଲା। ସୋ ଚାଲିଥିବା ପୋଲିସ ଖବର ପାଇଥିଲା। ଏହାପରେ ପୋଲିସ ସେଠାରେ ପହଁଚିବା ପରେ ସୋକୁ ତୁରନ୍ତ ବନ୍ଦ କରାଯାଇଥିଲା।
Related Posts
ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
25 January 2021
ରାସ୍ତାରେ ଟ୍ରାକ୍ଟର ବୋଝେଇ ଧାନ ରଖି ଅବରୋଧ, ଯାତାୟତ ବାଧାପ୍ରାପ୍ତ
25 January 2021