Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଝାରପଡା ଜେଲ ଭିଜୁଆଲ ଭାଇରାଲ ହେବା ପରେ ଚେତିଲା ଜେଲ ପ୍ରଶାସନ: ଜାରି କଲା ନିର୍ଦ୍ଦେଶନାମା

31/07/2020 at 9:09 AM

ଭୁବନେଶ୍ବର୩୧/୫: ଝାରପଡା ଜେଲ ଭିଜୁଆଲ ଭାଇରାଲ ହେବା ପରେ ଚେତିଲା ଜେଲ ପ୍ରଶାସନ। ଜେଲ ୱାଡ଼ର, ସୁପରିଟେଣ୍ଡେଣ୍ଟ ଜେଲର ପାଇଁ ନିର୍ଦେଶନାମା ଜାରି କଲା ବିଭାଗ

୧ – ଜେଲ ଭିତରକୁ ମୋବାଇଲ ଟଙ୍କା ନେବା ମନା

୨ – ନିୟମିତ ଭାବେ କଏଦୀଙ୍କ ଉପରେ କଡା ନଜର ରଖିବାକୁ ନିର୍ଦେଶ

୩ – କଏଦୀଙ୍କ ଯିବା ଆସିବା ବେଳେ ବରିଷ୍ଠ ଜେଲ କର୍ମଚାରୀଙ୍କ ଉପସ୍ଥିତିରେ ହେବ ଯାଞ୍ଚ

୪ – ଜେଲ ଭିତରକୁ ଯେମିତି ମୋବାଇଲ ନ ଆସେ ତା ଉପରେ ତୀକ୍ଷ୍ଣ ନଜର ରଖିବାକୁ ଜେଲ ଅଧିକାରୀଙ୍କୁ ନିର୍ଦେଶ

୫ – କଏଦୀଙ୍କ ନିକଟରୁ ମାଦକ ଦ୍ରବ୍ୟ ଧରିଲେ ଜେଲ ଅଧିକାରୀଙ୍କୁ ମିଳିବ ପୁରସ୍କାର। ଜେଲ ବିଭାଗ ପକ୍ଷରୁ ଦିଆଯାଇଛି ୧୧ ଟି ପଏଣ୍ଟର ଏଭଳି ନିର୍ଦ୍ଦେଶନାମା

   Related Posts