ମୟୂରଭଞ୍ଜ କାନପୁର କାଜୁ ଜଙ୍ଗଲରେ ମାତିଛନ୍ତି ଝାଡଖଣ୍ଡୀ ହାତୀ ପଲ
15/11/2018 at 11:51 AM

ମୟୂରଭଞ୍ଜ ୧୫/୧୧: ମୟୂରଭଞ୍ଜ କାନପୁର କାଜୁ ଜଙ୍ଗଲରେ ଝାଡଖଣ୍ଡୀ ହାତୀ ପଲ ମାତିଛନ୍ତି। ଦଳରେ ୩୨ଟି ହାତୀ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତ ରାତିରେ ବସ୍ତା ବ୍ଲକର ଗାଁ ଭିତରକୁ ପଶିଥିଲେ ହାତୀ। ବସ୍ତା ବ୍ଲକର ଗ୍ରାମଞ୍ଚଳରେ ବ୍ୟାପକ ଧାନ ଫସଲ ନଷ୍ଟ ଅଭିଯୋଗ ହୋଇଛି।
Related Posts
ମାଓବାଦୀଙ୍କ ଯୋଜନା ପଣ୍ଡ : ଅଳ୍ପକେ ବର୍ତ୍ତିଲେ ଯବାନ, ଠାବ ହେଲା ବିସ୍ଫୋରକ
27 February 2021
ନୟାପଲ୍ଲୀ ଅଞ୍ଚଳରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ
27 February 2021
ସାରୁଆରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
27 February 2021