କରଞ୍ଜିଆରେ ୨୨ ଟିକିଆ ଝାଡଖଣ୍ଡି ହାତୀପଲଙ୍କ ଉପଦ୍ରବ, ବ୍ୟାପକ ଧାନ ଫସନ ନଷ୍ଟ
29/11/2019 at 7:45 AM

କରଞ୍ଜିଆ ୨୯।୧୧: କରଞ୍ଜିଆରେ ହାତୀପଲଙ୍କ ଉପଦ୍ରବ ଜାରି ରହିଛି । ହାତୀପଲଙ୍କ ଉପଦ୍ରବରେ ବ୍ୟାପକ ଧାନ ଫସଲ ନଷ୍ଟ । ବନବିଭାଗ ପକ୍ଷରୁ ହାତୀ ଘଉଡାଇବା ପାଇଁ ଉଦ୍ୟମ ଜାରି ।

ସୂଚନାଯୋଗ୍ୟ ଯେ, ପୁଣି କରଞ୍ଜିଆରେ ୨୨ ଟିକିଆ ଝାଡଖଣ୍ଡି ହାତୀପଲଙ୍କ ଉପଦ୍ରବ ଜାରି ରହିଛି । କରଞ୍ଜିଆ ରେଞ୍ଜ କାଳିକାପୁର ଗାଁରେ ହାତୀପଲଙ୍କ ଉପଦ୍ରବରେ ଘର ଭାଙ୍ଗିବା ସହ ଏକର ଏକର ଧାନ ଫସଲ ନଷ୍ଟ ହୋଇଛି । ଧାନ ଫସଲ ନଷ୍ଟ କରିବା ସହ ଧାନ ଖାଇଗଲେ ହାତୀ ପଲ । ହାତୀ ଘଉଡାଇବାକୁ ବନ ବିଭାଗର ଉଦ୍ୟମ ଜାରି ।
Related Posts
କ୍ୟାବିନ୍ରେ ଚାଲିଥିଲା ଗଞ୍ଜେଇ କାରବାର, ଅବକାରୀ ବିଭାଗର ଅତର୍କିତ ଚଢ଼ାଉ
22 January 2021
ବସ୍ରେ ଚଢ଼ିବା ବେଳେ ଖସି ପଡିଲେ, ମୁଣ୍ଡ ଉପରେ ଚଢ଼ିଗଲା ଚକ
22 January 2021
ଘାଟିରେ ଓଲଟିଲା ଡିଜେଲ୍ ବୋଝେଇ ଟ୍ୟାଙ୍କର, ଡ୍ରାଇଭର ସାମାନ୍ୟ ଆହତ
22 January 2021