Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ଝାଡ଼ଖଣ୍ଡ ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ମନ୍ତ୍ରୀ, କହିଲେ ଟ୍ରେନିଂ କୋର୍ସରେ ରଖାଯାଉ ଓଡ଼ିଆ

1/10/2021 at 2:36 PM

ଭୁବନେଶ୍ୱର ୧୦/୦୯: ଝାଡ଼ଖଣ୍ଡ ଗଣଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ । ପ୍ରାଥମିକ ଶିକ୍ଷା ତାଲିମ ବିଷୟ ବସ୍ତୁରୁ ଓଡ଼ିଆ ଭାଷା ରଖିବାକୁ ଚିଠି ଲେଖିଛନ୍ତି ମନ୍ତ୍ରୀ ସମୀର ଦାସ । ପୁର୍ନବାର ଏହାକୁ ତାଲିମ ବିଷୟ ବସ୍ତୁରେ ରଖିବାକୁ ଲେଖିଲେ ଚିଠି ।

ପୁର୍ନବାର ଏହାକୁ ତାଲିମ ବିଷୟ ବସ୍ତୁରେ ରଖିବାକୁ ଚିଠି ଲେଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ସଂସ୍କୃତି, ବଙ୍ଗାଳୀ, ହୁ, ଉର୍ଦୁ, ମୁଣ୍ଡାରୀ, ସାନ୍ତାଳୀ, କୁଡ଼ମାଳି ଭାଷା ଥିବାବେଳେ ଓଡ଼ିଆ ଭାଷାକୁ ବାଦ ଦିଆଯାଇଛି । ତେଣୁ ପ୍ରାଥମିକ ଶିକ୍ଷା ଟ୍ରେନିଂ କୋର୍ସରେ ଓଡ଼ିଆ ଭାଷା ରଖିବାକୁ ଅନୁରୋଧ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

   Related Posts