ଝାଡ଼ଖଣ୍ଡ ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ମନ୍ତ୍ରୀ, କହିଲେ ଟ୍ରେନିଂ କୋର୍ସରେ ରଖାଯାଉ ଓଡ଼ିଆ

Published By : Prameya-News7 Bureau | October 01, 2021 IST

ଭୁବନେଶ୍ୱର ୧୦/୦୯: ଝାଡ଼ଖଣ୍ଡ ଗଣଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ । ପ୍ରାଥମିକ ଶିକ୍ଷା ତାଲିମ ବିଷୟ ବସ୍ତୁରୁ ଓଡ଼ିଆ ଭାଷା ରଖିବାକୁ ଚିଠି ଲେଖିଛନ୍ତି ମନ୍ତ୍ରୀ ସମୀର ଦାସ । ପୁର୍ନବାର ଏହାକୁ ତାଲିମ ବିଷୟ ବସ୍ତୁରେ ରଖିବାକୁ ଲେଖିଲେ ଚିଠି ।

wp:gallery {"ids":[520501],"linkTo":"none"} /wp:gallery

ପୁର୍ନବାର ଏହାକୁ ତାଲିମ ବିଷୟ ବସ୍ତୁରେ ରଖିବାକୁ ଚିଠି ଲେଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ସଂସ୍କୃତି, ବଙ୍ଗାଳୀ, ହୁ, ଉର୍ଦୁ, ମୁଣ୍ଡାରୀ, ସାନ୍ତାଳୀ, କୁଡ଼ମାଳି ଭାଷା ଥିବାବେଳେ ଓଡ଼ିଆ ଭାଷାକୁ ବାଦ ଦିଆଯାଇଛି । ତେଣୁ ପ୍ରାଥମିକ ଶିକ୍ଷା ଟ୍ରେନିଂ କୋର୍ସରେ ଓଡ଼ିଆ ଭାଷା ରଖିବାକୁ ଅନୁରୋଧ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.