Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଝାଡଖଣ୍ଡ ଦୁମକାରେ ପୋଲିସ-ନକ୍ସଲ ଗୁଳି ବିନିମୟ : ଜଣେ ଯବାନ ସହିଦ, ୪ଗୁରୁତର

2/06/2019 at 9:15 AM

ଦୁମକା ୨/୬: ଝାଡଖଣ୍ଡ ଦୁମକାରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ । ଗୁଳି ବିନିମୟ ବେଳେ ଜଣେ ଏସ୍ଏସବି ଯବାନ ସହିଦ ହୋଇଥିବାବେଳେ ୪ ଜଣ ଯବାନ ଗୁରୁତର ହୋଇଛନ୍ତି । ସହିଦ ଯବାନ ହେଲେ ନରିଜ କ୍ଷେତ୍ରୀ । ସଙ୍କଟାପନ୍ନ ଅବସ୍ଥାରେ ଯବାନ ରାଜେଶ ରାୟଙ୍କୁ ହେଲିକ୍ୟାପ୍ଟର ଯୋଗେ ରାଞ୍ଚି ନିଆଯାଇଛି । ଦୁମକା ସଦର ହସ୍ପିଟାଲରେ ୩ ଜଣ ଯବାନଙ୍କ ଚିକିତ୍ସା ଚାଲିଛି ।  ଏହି ଏନକାଉଣ୍ଟର ରାନିଘର ଥାନା ଅନ୍ତର୍ଗତ କଟଲିଆଠାରେ ହୋଇଥିଲା ।

  ତେବେ ପୋଲିସ କହିବା ଅନୁସାରେ  ୪ରୁ ୫ ଜଣଙ୍କ ନକ୍ସଲଙ୍କଠି ମଧ୍ୟ ଗୁଳି ବାଜି ୪ଜଣ ନକ୍ସଲ ନିହତ ହୋଇଛନ୍ତି।

   Related Posts