Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

କେବେ ହେବ କାର୍ଯ୍ୟାନୁଷ୍ଠାନ ? କେବେ ଗିରଫ ହେବେ ଡ଼ିଡ଼ି ବିଲଡର ମାଲିକ ?

14/06/2018 at 7:14 AM

କେବେ ହେବ କାର୍ଯ୍ୟାନୁଷ୍ଠାନ ? କେବେ ଗିରଫ ହେବେ ଡ଼ିଡ଼ି ବିଲଡର ମାଲିକ ?
ଜୟପୁର ରାଣୀଗଡ଼ ପଥର କ୍ୱାରୀ ଟ୍ରାଜେଡିର ମୁଖ୍ୟ କାର୍ପଟଦାରଙ୍କ ବିରୋଧରେ ପ୍ରଶାସନ କେବେ ଗ୍ରହଣ କରିବ ଆକ୍ସନ ?
ଅଘଟଣର ୧୫ ଦିନ ପରେ ମଧ୍ୟ ବିଲଡର ମାଲିକଙ୍କୁ ଗିରଫ କରାଯାଇନଥିବାରୁ ସ୍ଥାନୀୟ ଅଂଚଳରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି | ୩ ଦିନ ମଧ୍ୟରେ ଦୃଢ କାର୍ଯ୍ୟାନୁଷ୍ଠାନ ନନେଲେ ଆନ୍ଦୋଳନକୁ ଓହ୍ଲାଇବା ସହ ଥାନାରେ ଏତଲା ଦେବେ ବୋଲି କହିଛ ସ୍ଥାନୀୟ ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗି |

   Related Posts