ଅନରକିଲିଂ ଘଟଣାର ପର୍ଦ୍ଦାଫାସ

Published By : Prameya-News7 Bureau | July 24, 2018 IST

ଜୟପୁର ରେଲୱେ ଟ୍ରାକରୁ ସମ୍ପର୍କୀୟ ଭାଇ ଭଉଣୀଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ କରିଛି ପେ।ଲିସ । ପ୍ରେମ ସମ୍ପର୍କକୁ ବିରୋଧକୁ ହୋଇଛି ଅନରକିଲିଂ । ଘଟଣାରେ ଝିଅର ବାପା, ଭାଇ ଓ ଅନ୍ୟ ୩ ସହଯୋଗୀଙ୍କୁ ଧରିଛି ପୋଲିସ । ଗତ ଜୁନ ୨୧ ତାରିଖରେ କୁସୁମୀ ରେଲୱେ ଟ୍ରାକରୁ ମୁଣ୍ଡିପଦାର ଗାଁର ପର୍ଶୁରାମ ମୁଦୁଲି ଓ ଧନମତି ମୁଦୁଲିଙ୍କ ମୃତଦେହ ମିଳିଥିଲା । ପ୍ରେମ ସମ୍ପର୍କକୁ ବିରୋଧ କରି ହତ୍ୟା କରିଥିଲେ ଘର ଲୋକେ । ଏନେଇ ସାମ୍ବାଧିକ ସମ୍ମିଳନୀ କରି ସୂଚନା ଦେବ ବେ।ରିଗୁମ୍ମା ପେ।ଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.