Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଅନରକିଲିଂ ଘଟଣାର ପର୍ଦ୍ଦାଫାସ

24/07/2018 at 8:04 AM

ଜୟପୁର ରେଲୱେ ଟ୍ରାକରୁ ସମ୍ପର୍କୀୟ ଭାଇ ଭଉଣୀଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ କରିଛି ପେ।ଲିସ । ପ୍ରେମ ସମ୍ପର୍କକୁ ବିରୋଧକୁ ହୋଇଛି ଅନରକିଲିଂ । ଘଟଣାରେ ଝିଅର ବାପା, ଭାଇ ଓ ଅନ୍ୟ ୩ ସହଯୋଗୀଙ୍କୁ ଧରିଛି ପୋଲିସ । ଗତ ଜୁନ ୨୧ ତାରିଖରେ କୁସୁମୀ ରେଲୱେ ଟ୍ରାକରୁ ମୁଣ୍ଡିପଦାର ଗାଁର ପର୍ଶୁରାମ ମୁଦୁଲି ଓ ଧନମତି ମୁଦୁଲିଙ୍କ ମୃତଦେହ ମିଳିଥିଲା । ପ୍ରେମ ସମ୍ପର୍କକୁ ବିରୋଧ କରି ହତ୍ୟା କରିଥିଲେ ଘର ଲୋକେ । ଏନେଇ ସାମ୍ବାଧିକ ସମ୍ମିଳନୀ କରି ସୂଚନା ଦେବ ବେ।ରିଗୁମ୍ମା ପେ।ଲିସ ।

   Related Posts