ଯୁବକଙ୍କୁ ଗୁଳିମାଡ

Published By : Prameya-News7 Bureau | April 16, 2018 IST

ଜୟପୁର ବୈପାରୀଗୁଡା ଦଣ୍ଡବାଦୀ ଗାଁରେ ଯୁବକଙ୍କୁ ଗୁଳିମାଡ ଯୁବକଙ୍କ ଉପରକୁ ୪ ରାଉଣ୍ଡ ଗୁଳିମାଡ ଗୁରୁତର ଯୁବକଙ୍କୁ ଆନନ୍ଦ ନାୟକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ନକ୍ସଲ ମାନେ ଯୁବକଙ୍କୁ ଗୁଳି କରିଥିବା ସନ୍ଦେହ କରାଯାଉଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.