Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଯୁବକଙ୍କୁ ଗୁଳିମାଡ

16/04/2018 at 6:29 AM

ଜୟପୁର ବୈପାରୀଗୁଡା ଦଣ୍ଡବାଦୀ ଗାଁରେ ଯୁବକଙ୍କୁ ଗୁଳିମାଡ
ଯୁବକଙ୍କ ଉପରକୁ ୪ ରାଉଣ୍ଡ ଗୁଳିମାଡ
ଗୁରୁତର ଯୁବକଙ୍କୁ ଆନନ୍ଦ ନାୟକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି
ନକ୍ସଲ ମାନେ ଯୁବକଙ୍କୁ ଗୁଳି କରିଥିବା ସନ୍ଦେହ କରାଯାଉଛି

Leave a Reply

   Related Posts