Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ସଂକଟରେ ଜୟପୁର ବିଲ୍ଟ ପେପର ମିଲ୍ ; କଂଚାମାଲର ଅଭାଵ ଦର୍ଶାଇ ଉତ୍ପାଦନ ବନ୍ଦ କଲା କଂପାନୀ

13/07/2018 at 6:55 AM

ସଂକଟରେ ଜୟପୁର ବିଲ୍ଟ ପେପର ମିଲ୍।୭ ଦଫା ଦାବି ନେଇ କର୍ମଚାରୀ ମାନେ ଆମରଣ ଅନଶନ ଚଳାଇଥିବା ବେଳେ କଂଚାମାଲର ଅଭାଵ ଦର୍ଶାଇ ଉତ୍ପାଦନ ବନ୍ଦ କଲା କଂପାନୀ।ଆଉ ଏଥିପାଇଁ ଅନଶନରତ କର୍ମଚାରୀଙ୍କୁ ଦାୟୀ କରିଛି କଂପାନୀ, ଯାହାକୁ ନେଇ ତିବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଅନଶନକାରୀ।କଂପାନୀ କତ୍ତୃପକ୍ଷ ଅନଶନକୁ ଭଣ୍ଡୁର କରିଵାକୁ ଏପରି ଚାଲ୍ କରୁଥିବା ଅଭିଯୋଗ କରିଵା ସହ ଦାବି ପୂରଣ ହେଵା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ଵୋଲି କହିଛନ୍ତି।ସେପଟେ ଅନଶନ ଚାଲିଲେ ମିଲ୍ ଵନ୍ଦ କରିଦେଵାକୁ ଗତକାଲି ବିଗ୍ୟଂପ୍ତି ପ୍ରକାଶ କରିଥିଲା କଂପାନୀ।

   Related Posts