ସଂକଟରେ ଜୟପୁର ବିଲ୍ଟ ପେପର ମିଲ୍ ; କଂଚାମାଲର ଅଭାଵ ଦର୍ଶାଇ ଉତ୍ପାଦନ ବନ୍ଦ କଲା କଂପାନୀ

Published By : Prameya-News7 Bureau | July 13, 2018 IST

ସଂକଟରେ ଜୟପୁର ବିଲ୍ଟ ପେପର ମିଲ୍।୭ ଦଫା ଦାବି ନେଇ କର୍ମଚାରୀ ମାନେ ଆମରଣ ଅନଶନ ଚଳାଇଥିବା ବେଳେ କଂଚାମାଲର ଅଭାଵ ଦର୍ଶାଇ ଉତ୍ପାଦନ ବନ୍ଦ କଲା କଂପାନୀ।ଆଉ ଏଥିପାଇଁ ଅନଶନରତ କର୍ମଚାରୀଙ୍କୁ ଦାୟୀ କରିଛି କଂପାନୀ, ଯାହାକୁ ନେଇ ତିବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଅନଶନକାରୀ।କଂପାନୀ କତ୍ତୃପକ୍ଷ ଅନଶନକୁ ଭଣ୍ଡୁର କରିଵାକୁ ଏପରି ଚାଲ୍ କରୁଥିବା ଅଭିଯୋଗ କରିଵା ସହ ଦାବି ପୂରଣ ହେଵା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ଵୋଲି କହିଛନ୍ତି।ସେପଟେ ଅନଶନ ଚାଲିଲେ ମିଲ୍ ଵନ୍ଦ କରିଦେଵାକୁ ଗତକାଲି ବିଗ୍ୟଂପ୍ତି ପ୍ରକାଶ କରିଥିଲା କଂପାନୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.