ଜୟପୁର ପ୍ରାଥମିକ ବିଦ୍ୟାଳୟରେ ପାଇଖାନା ସଫା କଲେ ଛାତ୍ରଛାତ୍ରୀ

Published By : Prameya-News7 Bureau | September 03, 2018 IST

ଜୟପୁର ୩/୯ : ଜୟପୁର ନିକଟସ୍ଥ ଵାୟାଗୁଡା ପ୍ରାଥମିକ ବିଦ୍ୟାଳୟରେ ପାଇଖାନା ସଫା କଲେ ଛାତ୍ର ଛାତ୍ରୀ।ଗତ ଶନିବାର ଦିନ ଏହି ଘଟଣା ଘଟିଥିବା ଦେଖିବାକୁ ମିଳିଥିଲା | ଏହାକୁ ନେଇ ଅଭିଭାବକ ମହଲରେ ତିଵ୍ର ଅସନ୍ତୋଷ ଦେଖା ଦେଇଛି । ଘଟଣାକୁ ନେଈ ଅଭିଯୋଗ ହେବା ପରେ ଆଜି ଘଟଣାର ତଦନ୍ତ କରିଵେ ସିଆରସିସି । ତେବେ ସବୁ ଦୋଷ ବିଦ୍ୟାଳୟର କେୟାର ଟେକର ଉପରେ ଲଦି ଦୋଷ ଛଡାଇଵାକୁ ଉଦ୍ୟମ ଆରମ୍ଭ କରିଛନ୍ତି ଵିଦ୍ୟାଳୟ କର୍ତୃପକ୍ଷ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.