ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ : ଅଖ ଚକ ଡେରା ନୀତି ସଂପନ୍ନ
  • ||
  • କୁତବ ମୀନାର ପରିସରରେ ଖନନ ସହ ଆଇକନୋଗ୍ରାଫି କରିବାକୁ ଏଏସ୍‌ଆଇକୁ ସଂସ୍କୃତି ମନ୍ତ୍ରାଳୟର ନିର୍ଦ୍ଦେଶ
  • ||
  • ସ୍ୱିଜରଲାଣ୍ଡରେ ବିଶ୍ୱ ଅର୍ଥନୈତିକ ମଞ୍ଚର ବାର୍ଷିକ ସମ୍ମିଳନୀ : ମହାମାରୀରୁ ମୁକ୍ତି ପାଇଁ ବାଟ ବାହାର କରିବେ ବିଶ୍ୱନେତା
  • ||
  • ମ୍ୟାଚ୍ ପୂର୍ବରୁ ରନ୍ ଅପ୍ ଯାଞ୍ଚ କଲେ ଅର୍ଜୁନ ତେନ୍ଦୁଲକର : କିନ୍ତୁ ଚୂଡାନ୍ତ ଏକାଦଶରେ ମିଳିଲାନି ଏଣ୍ଟ୍ରି
  • ||

ଜୟପୁର ପ୍ରାଥମିକ ବିଦ୍ୟାଳୟରେ ପାଇଖାନା ସଫା କଲେ ଛାତ୍ରଛାତ୍ରୀ

3/09/2018 at 1:02 PM

ଜୟପୁର ୩/୯ : ଜୟପୁର ନିକଟସ୍ଥ ଵାୟାଗୁଡା ପ୍ରାଥମିକ ବିଦ୍ୟାଳୟରେ ପାଇଖାନା ସଫା କଲେ ଛାତ୍ର ଛାତ୍ରୀ।ଗତ ଶନିବାର ଦିନ ଏହି ଘଟଣା ଘଟିଥିବା ଦେଖିବାକୁ ମିଳିଥିଲା | ଏହାକୁ ନେଇ ଅଭିଭାବକ ମହଲରେ ତିଵ୍ର ଅସନ୍ତୋଷ ଦେଖା ଦେଇଛି । ଘଟଣାକୁ ନେଈ ଅଭିଯୋଗ ହେବା ପରେ ଆଜି ଘଟଣାର ତଦନ୍ତ କରିଵେ ସିଆରସିସି । ତେବେ ସବୁ ଦୋଷ ବିଦ୍ୟାଳୟର କେୟାର ଟେକର ଉପରେ ଲଦି ଦୋଷ ଛଡାଇଵାକୁ ଉଦ୍ୟମ ଆରମ୍ଭ କରିଛନ୍ତି ଵିଦ୍ୟାଳୟ କର୍ତୃପକ୍ଷ।

   Related Posts