Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||

ସୁନା ବ୍ୟବସାୟୀଙ୍କ ଠାରୁ ଗହଣା ବ୍ୟାଗ ଲୁଟ୍

12/08/2018 at 6:47 AM

ସୁନା ବ୍ୟବସାୟୀଙ୍କ ଠାରୁ ଗହଣା ବ୍ୟାଗ ଲୁଟ୍ ହୋଇଛି । ଭଦ୍ରକ ଧାମନଗର ବଜାର ସ୍ଥିତ କନକ ଦୁର୍ଗା ଜୁଏଲର୍ସର ମାଲିକ ରତ୍ନାକାର ସାହୁଙ୍କ ଠାରୁ ଲୁଟି ନେଇଥିବା ଅଭିଯୋଗ ହୋଇଛି । ୩ ଜଣ ଦୃବୁର୍ତ୍ତ ଏକ ବାଇକରେ ଆସି ଗହଣା ଲୁଟି ନେଇଛନ୍ତି । ରତ୍ନାକାର ସାହୁ ଦୋକାନ ବନ୍ଦ କରୁଥିବା ବେଳେ ଲୁଟେରାମାନେ ବ୍ୟାଗ ଛଡାଇ ନେଇଥିଲେ । ଏନେଇ ରତ୍ନାକାର ସାହୁ ଥାନାରେ ଅଭିଯୋଗ କରିଥିଲେ । ପରେ ଭଦ୍ରକ ପୋଲିସ ୩ ଜଣ ଲୁଟେରାଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଛନ୍ତି ।ଅନ୍ୟ ଦୁଇ ଲୁଟେରା ଫେରାର ହୋଇଯାଇଥିଲେ | ତେବେ ଯେଉଁ ଲୁଟେରା ଧାରା ଯାଇଥିଲା ସେ ଭଦ୍ରକ ଜିଲ୍ଲା ହରିପୁର ଗାଁର ସାଂଗରମ ଦାସ ବୋଲି ଜଣାପଡିଛି | ଫେରାର ଥିବା ଅନ୍ୟ ଦୁଇଜଣଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ କରୁଛି | ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ କରୁଛି |

   Related Posts