Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ଜୈସ୍-ଏ-ମହମ୍ମଦ ଭଳି ସଂଗଠନ ପାକିସ୍ତାନରେ ନାହିଁ: ପାକ୍ ସେନା ପ୍ରବକ୍ତା

7/03/2019 at 8:45 AM

ନୂଆଦିଲ୍ଲୀ ୭|୩ : ପୁଣି ପାକିସ୍ତାନର ଡାହା ମିଛ । କେତେବେଳେ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା କଥା କହୁଛି ତ ପୁଣି କେତେବେଳେ କହୁଛି ଜୈସ୍-ଏ-ମହମ୍ମଦ ଭଳି ଆତଙ୍କୀ ସଂଗଠନ ପାକିସ୍ତାନରେ ନାହିଁ । ପାକିସ୍ତାନରେ ଆତଙ୍କବାଦୀ ସଙ୍ଗଠନ ଜୈସ-ଏ-ମହମ୍ମଦର କୌଣସି ଅସ୍ତିତ୍ବ ହିଁ ନାହିଁ, ଏହି ସଙ୍ଗଠନକୁ ଆମ ଦେଶ ତଥା ସଂଯୁକ୍ତ ରାଷ୍ଟ୍ର ବ୍ୟାନ୍ କରିଛନ୍ତି ବୋଲି ବାଲି ପାକ୍ ସେନା ପ୍ରବକ୍ତା ମେଜର ଜେନେରାଲ ଆସିଫ୍ ଗଫୁର କହିଛନ୍ତି ।

ଏଥିସହ ସେ ଏକଥା ମଧ୍ୟ କହିଛନ୍ତି କି ପୁଲଓ୍ଵାମା ଆକ୍ରମଣର ଷଡ଼ଯନ୍ତ୍ର ପାକିସ୍ତାନରୁ ହୋଇନାହିଁ । ତେଣୁ ଭାରତର ପାକ ବାୟୁସୀମା ଅତିକ୍ରମ କରିବା ଆଦୌ ଗ୍ରହଣୀୟ ନୁହେଁ । ପାକ୍ ବୈଦେଶିକ ମନ୍ତ୍ରୀ ମହମୁଦ ଶାହ କୁରେସି କିନ୍ତୁ ସ୍ବୀକାର କରି ସାରିଛନ୍ତି ଯେ, ଜୈସ୍-ଇ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ମୁଖ୍ୟ ମୌଲାନା ମାସୁଦ ଆଝାର ପାକିସ୍ତାନରେ ରହିଛି ।

   Related Posts