Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୦୩ କରୋନା ଆକ୍ରାନ୍ତ
  • ||
  • ମେ’ ୧୩ରେ ପିପିଲି ଉପନିର୍ବାଚନ
  • ||
  • ଆଜି ରାତି ୮ରେ ପିଏମ୍‌ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଉଦଳା : ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଫେରାର
  • ||
  • ଲମତାପୁଟ : ୩ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର, ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ
  • ||
  • ଉଦଳା : ବାଇକ୍‌କୁ ପିଟିଲା ଟ୍ରାକ୍ଟର, ଅଧ୍ୟାପକଙ୍କ ମୃତ୍ୟୁ, ଟ୍ରାକ୍ଟର ନେଇ ଡ୍ରାଇଭର ଫେରାର
  • ||
  • ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ, ୧୨ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ସହ ବ୍ୟବସାୟୀ ଗିରଫ
  • ||
  • ଯାଜପୁର ରୋଡ୍ : ରେଳ ଧାରଣାରୁ କିନ୍ନରଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ
  • ||
  • ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ‘ଶିବଶମ୍ଭୁ’, ୧୦ ଯାତ୍ରୀ ଆହତ
  • ||
  • ନବରଙ୍ଗପୁର : ନାଇଟ୍ କର୍ଫ୍ୟୁ ବେଳେ ବୁଲାଇଲେ କଳାକନା, ରୂପା ଗହଣା ଲୁଟ୍, ସୁନା ଅଳଙ୍କାର ଚୋରି ବେଳେ ବାଜିଲା ସାଇରନ୍
  • ||

ପ୍ରକାଶ ପାଇଲା ୨୦୨୧ JEE ମେନ୍ ଫଳାଫଳ, ଜାଣନ୍ତୁ କିପରି ଦେଖିବେ ରେଜଲ୍ଟ

8/03/2021 at 9:26 PM

ନୂଆଦିଲ୍ଲୀ ୦୮/୦୩ : ପ୍ରକାଶ ପାଇଲା JEE ମେନ୍‌ ରେଜଲ୍ଟ । ନେସନାଲ ଟେଷ୍ଟିଂ ଏଜେନ୍ସି (NTA) ଅଧିନରେହୋଇଥିବା JEE ମେନ୍‌ ପରୀକ୍ଷା ରେଜଲ୍ଟ ଘୋଷଣା କରାଯାଇଛି । jeemain.nta.nic.in ସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ।

ଚଳିତ ବର୍ଷ ଦେଶରେ ମୋଟ ୬ ଲକ୍ଷ ୬୧ ହଜାର ୭୭୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । JEE ମେନ୍ ପରୀକ୍ଷା ଚଳିତ ବର୍ଷ ଫେବୃଆରୀ ୨୩ ରୁ ୨୬ ମଧ୍ୟରେ ଆୟୋଜିତ ହୋଇଥିଲା । ନେସନାଲ ଟେଷ୍ଟିଂ ଏଜେନ୍ସି (NTA) ଅନୁଯାୟୀ B.Tech, B.E.ରେ ୯୫ ପ୍ରତିଶତ ଆଶାୟୀ ଭାଗ ନେଇଥିଲେ ସେହିଭଳି ୮୧.୨ ପ୍ରତିଶତ ଛାତ୍ରଛାତ୍ରୀ ପେପର ୨ ଅର୍ଥାତ (BArch, BPlanning)ରେ ଭାଗନେଇଥିଲେ ।

କିପରି ଦେଖିବେ ରେଜଲ୍ଟ

-jeemain.nta.nic.in ଓ୍ବେବ୍‌ସାଇଟ୍‌କୁ ଖୋଲନ୍ତୁ

-ହୋମ୍‌ପେଜ୍‌ ଆସିବା ପରେ ତଳେ ଦିଆଯାଇଥିବା JEE Result Direct Link  ଉପରେ କ୍ଲିକ୍‌ କରନ୍ତୁ

-ନୂଆ ପେଜ୍‌ ଆସିବା ପରେ ନିଜର ପଞ୍ଜୀକରଣ ନମ୍ବର ଦିଅନ୍ତୁ

-ଲଗ୍‌ଇନ୍‌ କରିବା ପରେ ସ୍କ୍ରିନ୍‌ ଉପରେ ରେଜଲ୍ଟ ଆସିଯିବ

-ରେଜଲ୍ଟ ବାହାରିବା ପରେ ନିଜର ନାଁ, ରୋଲ ନମ୍ବର ଏବଂ ଜନ୍ମ ତାରିଖ ଭଲ ଭାବେ ଦେଖିନିଅନ୍ତୁ

-ଏହା ପରେ ରେଜଲ୍ଟ ଡାଉନ୍‌ଲୋଡ୍‌ କରିପାରିବେ

   Related Posts