ଉଦ୍ଧାର ପରେ ଗାଁକୁ ଯାଇଛି ମୃତ ସଞ୍ଜୟ ଦାସଙ୍କ ଶବ ; କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ ଗ୍ରାମବାସୀ
15/06/2018 at 7:23 AM

ଉଦ୍ଧାର ପରେ ଆଠଗଡ଼ ଖୁଂଟକତା ଗାଁକୁ ଯାଇଛି ମୃତ ସଞ୍ଜୟ ଦାସଙ୍କ ଶବ
କ୍ଷତିପୂରଣ ପାଇଁ ଅଡ଼ି ବସିଥିଲେ ଗ୍ରାମବାସୀ
ମୃତକଙ୍କ ଶବ ରାସ୍ତାରେ ରଖି ରାସ୍ତା ରୋକ କରିଥିଲେ ଗ୍ରାମବାସୀ
ପୁରା ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି
Related Posts
କମିବ ଶୀତ, ୨୯ରେ ହାଲୁକା ବର୍ଷା ସମ୍ଭାବନା
26 January 2021