ଜୟପୁର ସରକାରୀ ITI କଲେଜରେ ଅନଲାଇନ୍ ପରୀକ୍ଷାକୁ ବିରୋଧ କରି ଛାତ୍ର ଅଶାନ୍ତି
5/07/2018 at 6:53 AM

ଜୟପୁର ସରକାରୀ ITI କଲେଜରେ ଛାତ୍ର ଅଶାନ୍ତି । ଅନଲାଇନ୍ ପରୀକ୍ଷାକୁ ବିରୋଧ କରି କଲେଜରେ ଛାତ୍ର ଅଶାନ୍ତି ଦେଖାଦେଇଛି । କଲେଜ ସମ୍ମୁଖରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ କରିବା ସହ ନାରାବାଜି କରୁଛନ୍ତି । ଆନ୍ଦୋଳନରେ କଲେଜର ସମସ୍ତ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି । ସମସ୍ୟାର ସମାଧାନ ନକଲେ ଜାତୀୟ ରାଜପଥ ୨୬ ଅବରୋଧ କରିବାକୁ ଛାତ୍ରଛାତ୍ରୀ ଚେତାବନୀ ଦେଇଛନ୍ତି ।
Related Posts
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ
17 January 2021
ହାରୁଛି କରୋନା, ଜିତୁଛି ଓଡ଼ିଶା: ସୁସ୍ଥ ହେଲେ ଆଉ ୨୨୦ ସଂକ୍ରମିତ
17 January 2021
୨୫ ହଜାର ପ୍ୟାକେଟ୍ ନକଲି ସର୍ଫ ଜବତ ମାମଲା, ୨ ବ୍ୟବସାୟୀ ଗିରଫ
17 January 2021