Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||
  • ଦେବୀ ଓ ମହାନଦୀରେ ବଢୁଛି ଜଳସ୍ତର, ଜଗତସିଂହପୁରରେ ବନ୍ୟା ସ୍ଥିତି
  • ||
  • ୧୮ରୁ ଲଘୁଚାପ, ୧୦ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ପୁରୀରୁ ଫେରିବା ବେଳେ ଓଲଟିଲା ବୋଲେରୋ, ୧୩ ଯାତ୍ରୀ ଆହତ
  • ||
  • ପୋଲ ଭାଙ୍ଗି ଗାଁରେ ପଶିଲା ପାଣି, ପଟ୍ଟାମୁଣ୍ଡାଇ ଅମୃତମଣୋହୀ ଛକରେ ଘାଇ
  • ||
  • ଗୁଣ୍ଡେରପୁର ବ୍ରିଜ୍ ଉପରେ ୩ ଫୁଟ୍ ପାଣି, ସମ୍ବଲପୁର-ସୋନପୁର ବିଛିନ୍ନ
  • ||

ଜୟପୁର ରକ୍ତଭଣ୍ଡାରରେ ରୋଗୀଙ୍କୁ ଶୋଷଣ ଘଟଣାର ତଦନ୍ତ ନିର୍ଦ୍ଦେଶ

25/05/2018 at 6:34 AM

ଜୟପୁର ରକ୍ତଭଣ୍ଡାରରେ ରୋଗୀଙ୍କୁ ଶୋଷଣ ଘଟଣାର ତଦନ୍ତ ନିର୍ଦ୍ଦେଶ । ଚଢଆ ଦାମ୍ ରେ ରୋଗୀଙ୍କୁ ରକ୍ତ ବିକ୍ରି ଅଭିଯୋଗର ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ଏସ୍ ଡିଏମଓଙ୍କୁ ଏହି ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି । ଜୟପୁର ରକ୍ତ ଭଣ୍ଡାରରେ ଅନିୟମିତତା ଏବଂ ରୋଗୀ ଶୋଷଣ ନେଇ ନ୍ୟୁଜ ୭ରେ ଖବର ପ୍ରସାରଣ ହୋଇଥିଲା । ରୋଗୀଙ୍କ ଠାରୁ ଅଧିକ ଦାମ ନେଇ ରସିଦ ନଦେବା ଏବଂ ସିକଲସେଲ୍ ରୋଗୀଙ୍କୁ ମାଗଣା ରକ୍ତ ଦିଆ ନଯିବା ଘଟଣାର ଖବର ପ୍ରସାରଣ କରିଥିଲା ନ୍ୟୁଜ୍ ସେଭେନ୍ । ଏନେଇ ତୀବ୍ର ପ୍ରତିକ୍ରିୟା ବେଳେ ଆକ୍ସନ ମୋଡକୁ ଆସିଛନ୍ତି ପ୍ରଶାସନ ।

Leave a Reply

   Related Posts