Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଏନସିବି ସାମ୍ନାରେ ସତ ମାନିଲେ ଜୟା ଶାହା, ଶ୍ରଦ୍ଧା କପୁରଙ୍କୁ ଯୋଗାଉଥିଲେ ସିବିଡି ଅଏଲ

23/09/2020 at 2:34 PM

ନୂଆଦିଲ୍ଲୀ ୨୩/୦୯: ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି)ର ପଚରାଉଚରାରେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଜୟା ଶାହା ବଡ଼ ଖୁଲାସା କରିଛନ୍ତି। ଏଜେନ୍ସିର ପଚରାଉଚରା ବେ​ଳେ ଅଧିକାରୀମାନେ ଯେତେବେଳେ ଜୟାଙ୍କୁ ତାଙ୍କ ଚାଟ୍ ଦେଖାଇ ପ୍ରଶ୍ନ ପଚାରିଲେ ଅଭିନେତ୍ରୀ ସତ ସ୍ବୀକାର କରିବାକୁ ବାଧ୍ୟ ହେଲେ। ସ୍ବୀକାର କରିଛନ୍ତି ଯେ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ପାଇଁ ସେ ଡ୍ରଗ୍ସ ଯୋଗାଉ ଥିଲେ। ସେ ଶ୍ରଦ୍ଧା କପୁରଙ୍କ ପାଇଁ CBD ଅଏଲ ମଗାଉ ଥିଲେ।

ଜୟା ସିବିଡି ଅଏଲ ଶ୍ରଦ୍ଧାଙ୍କ ପାଇଁ ଅନଲାଇନ୍ ମଗାଇ ଥିଲେ। ଅନ୍ୟପଟେ ନମ୍ରତା ସିରୋଡକରଙ୍କ ଚାଟରେ ପ୍ରଶ୍ନ ପଚରାଯିବାରୁ ଜୟା କହିଲେ ସେହି ଚାଟ୍ ତାଙ୍କର କିନ୍ତୁ ଏ ବାବଦରେ ତାଙ୍କର କିଛି ମନେ ନାହିଁ। ଏହା ପରେ ସେ ସ୍ବୀକାର କଲେ ଯେ ସୁଶାନ୍ତ, ରିୟା ଚକ୍ରବର୍ତୀ, ଫିଲ୍ମ ନିର୍ମାତା ମଧୁ ମାଣ୍ଟେନର ବର୍ମା ଓ ନିଜ ପାଇଁ ମଧ୍ୟ ସିବିଡି ଅଏଲ ମଗାଇ ଥିଲେ। ଏବେ ସୁଦ୍ଧା ଡ୍ରଗ୍ସ ପାଇଁ କୌଣସି ପେଡଲେରଙ୍କ ସହ ଯୋଗଯୋଗରେ ଥିବା କଥାକୁ ଖଣ୍ଡନ କରିଛନ୍ତି ଜୟା।

ବଲିଉଡ ଡ୍ରଗ୍ସ କନେକସନ ତଦନ୍ତରେ ନିତିଦିନ ନୂଆ ନୂଆ ଖୁଲାସା ହେଉଛି। ବିଡ୍ ଓ ଅନ୍ୟ ଡ୍ରଗ୍ସ ପରେ ଏନସିବି ଜେରାରେ ଏବେ ନାମୀ ସେଲିବ୍ରିଟି ସିବିଡି ଅଏଲ ବ୍ୟବହାର କରୁଥିବା ଖୁଲାସା ହୋଇଛି। ତେବେ ସିବିଡି ହେଉଛି ସେହି ଡ୍ରଗ୍ ଯାହାକୁ ଭାରତରେ ବନ୍ଦ କରାଯାଇଛି।

   Related Posts