Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||

୨୦ଜଣଙ୍କର ଜୀବନ ବଞ୍ଚାଇ ସହିଦ ହେଲେ ସିଆରପିଏଫ ଯବାନ ଉମେଶ ହେଲାଓ୍ବାର

23/10/2018 at 10:32 AM

ବେଲଗାବି ୨୩|୧୦: ସଦିହ ହେଲେ ମାତ୍ର ୨୦ଲୋକଙ୍କ ଜୀବନ ବଞ୍ଚାଇଦେଲେ । କର୍ଣ୍ଣାଟକର ବେଲଗାବିରେ ରହୁଥିବା ଜଣେ ସୈନିକ ଅଦମ୍ୟ ସାହସର ନିଦର୍ଶନ ଦେଇଛନ୍ତି । ୨୦ଜଣଙ୍କର ଜୀବନ ମଧ୍ୟ ବଞ୍ଚାଇ ଦେଇଛନ୍ତି । ହେଲେ ସେ ନିଜେ ସହିଦ ହୋଇଯାଇଛନ୍ତି ।ଉମେଶ ହେଲାୱାର ସିଆର୍‌ପିଏଫ୍‌ର ଜଣେ ଯବାନ ଏଭଳି ସାହସିକତା କାମ କରି ଦେଖାଇଛନ୍ତି । ସେ ମଣିପୁରର ଇମ୍ଫାଲରେ କାର୍ଯ୍ୟରତ ଥିଲେ।

ସେ ଏକ ବସ୍ ରେ ଯାଉଥିବା ବେଳେ ବସ୍ ମଧ୍ୟରେ ଏକ ଗ୍ରେନେଡ୍ ପଡ଼ିଥିବା ଦେଖିଥିଲେ। ବସ୍ ରେ ୨୦ ଜଣ ଯାତ୍ରୀ ଥିବାରୁ ସେମାନଙ୍କ ଜୀବନ ରକ୍ଷା କରିବା ପାଇଁ ହାତରେ ଗ୍ରେନେଡ୍  ଧରି ବସ୍ ରୁ ଡେଇଁପଡ଼ିଥିଲେ। ଡେଇଁବା କ୍ଷଣି ଗ୍ରେନେଡ୍  ତାଙ୍କ ହାତରେ ହିଁ ବିସ୍ଫୋରଣ ହୋଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ଶରୀର ଛିନ୍‌ଭିନ୍  ହୋଇଯାଇଥିଲା। କିନ୍ତୁ ନିଜ ଜୀବନ ଦେଇ ସେ ୨୦ ଲୋକଙ୍କ ଜୀବନ ବଞ୍ଚାଇ ଦେଇଥିଲେ । ଏ ଘଟଣା ଏବେ ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି । ସାରା ଦେଶବାସୀ ଯବାନଙ୍କ ଜୟ ଜୟକାର କରୁଛନ୍ତି ।

   Related Posts