ଜବାନଙ୍କୁ ଟାର୍ଗେଟ୍ କଲେ ମାଓବାଦୀ, ଆଇଇଡି ବିସ୍ଫୋରଣରେ ଜଣେ ଗୁରୁତର
30/12/2020 at 2:02 PM

ମାଲକାନଗିରି ୩୦।୧୨: ଓଡିଶା ସୀମାନ୍ତ ଛତିଶଗଡ ବିଜାପୁରରେ ଆଇଇଡି ବିସ୍ଫୋରଣ ହୋଇଛି । ବିସ୍ଫୋରଣ ଫଳରେ ଜଣେ ଜବାନ ଗୁରୁତର ହୋଇଛନ୍ତି । ଜବାନଙ୍କୁ ଟାର୍ଗେଟ୍ କରି ମାଓବାଦୀ ଖଞ୍ଜିଥିଲେ ଆଇଇଡି । ସୀମାନ୍ତ ବିଜାପୁର ଜିଲ୍ଲା ଗଙ୍ଗାଲୁର ଥାନା ଅଞ୍ଚଳରେ ଘଟିଛି ଏଭଳି ବିସ୍ଫୋରଣ । ଡିଆରଜି ଜବାନ ସର୍ଚ୍ଚ ଅପରେସନ୍ କରିବା ବେଳେ ଆଇଇଡି ବିସ୍ଫୋରଣ ହୋଇଥିଲା । ଆହତ ଜବାନଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
Related Posts
ଏମିତି ବି ଆସେ ମୃତ୍ୟୁ ! ଭଜନ ଗାଉଥିବା ବେଳେ ଚାଲିଗଲା ଜୀବନ….
16 January 2021