ମାଓବାଦୀ ଖଞ୍ଜିଥିଲେ ଲ୍ୟାଣ୍ଡମାଇନ୍, ଯବାନ କଲେ ନିଷ୍କ୍ରିୟ : ଅଳ୍ପକେ ବର୍ତ୍ତିଲେ ୩୦ ଯବାନ

Published By : Prameya-News7 Bureau | January 28, 2021 IST

ମାଲକାନଗିରି ୨୮।୧: ସୀମାନ୍ତ ଛତିଶଗଡ ଚିନ୍ତଲନାର ବଂଗାଲିପାରା ଗାଁ ଦେଇ ଯାଇଥିବା ମୁଖ୍ୟ ରାସ୍ତାରେ ପୋଲିସକୁ ଟାର୍ଗେଟ୍ କଲେ ମାଓବାଦୀ । ପୋଲିସକୁ ଟାର୍ଗେଟ୍ କରି ୧୦ କିଲୋ ଓଜନର ଲ୍ୟାଣ୍ଡ ମାଇନ ଖଞ୍ଜିଥିଲେ ମାଓବାଦୀ । ଏହି ଲ୍ୟାଣ୍ଡ ମାଇନ୍ କୁ ୨୨୩ ବାଟାଲିୟନର ଯବାନମାନେ ସାହସିକତାର ସହିତ ନିଷ୍କ୍ରିୟ କରିଛନ୍ତି । ଫଳରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ୩୦ ଜଣ ଯବାନ ।

{"id":400042,"sizeSlug":"large","linkDestination":"none"}

ତେବେ ବିସ୍ଫୋରକ ସାମଗ୍ରୀ ଏତେ ଭୟଙ୍କର ଥିଲା ଯେ, ପୋଲିସର ଗାଡିକୁ ୨୦ ରୁ ୩୦ଫୁଟ ଅତି ସହଜରେ ଉଡାଇବାର କ୍ଷମତା ରଖିଥିଲା । ତେବେ ଘଟଣା ପରେ ପୋଲିସ ପକ୍ଷରୁ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.