Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଆପଣ କିଏ, ପ୍ରଶ୍ନର ଉତ୍ତରରେ ପ୍ରଶ୍ନକର୍ତାଙ୍କୁ ଲାଇବ୍ରେରୀ ଯିବାକୁ କହିଲେ ଏହି କିମ୍ବଦନ୍ତୀ କ୍ରିକେଟର, ସେହି ମଜାଳିଆ ଘଟଣାର ସୁରାକ ଦେଲେ ମିଆଁଦାଦ

19/03/2020 at 5:21 PM

ଲାହୋର, ୧୯୦୩   ପାକିସ୍ତାନର ପୂର୍ବତନ  ବ୍ୟାଟସମ୍ୟାନ ଜାଭେଦ ମିଆଁଦାଦ ଏକ ଅନୁଭୂତି  ସମସ୍ତଙ୍କ ସହ ବାଣ୍ଟିଛନ୍ତି। ଯାହା ଓ୍ୱେଷ୍ଟଇଣ୍ଡିଜର ମହାନ ବ୍ୟାଟସମ୍ୟାନ ଭିଭିଆନ ରିଚାର୍ଡସଙ୍କ ସହ ଜଡିତ। ଥରେ ଜଣେ ଶିଶୁ ରିଡାର୍ଡସଙ୍କୁ ଆପଣ କିଏ ବୋଲି ପଚାରିଥିଲା। ସେତେବେଳେ ରିଚାର୍ଡସ ଶିଶୁଟିକୁ ଲାଇବ୍ରେରୀ ଯାଇ ଖୋଜିବାକୁ କହିଥିଲେ।

ମିଆଁଦାଦ କହିଛନ୍ତି ଯେ, ସେ ଖବର କାଗଜ ପଢନ୍ତି। କାରଣ ସେ ଖରାପ ପର୍ମ ଦେଇ ଗତି କରୁଥିବା ବେଳେ ଲୋକମାନେ ଓ ଗଣମାଧ୍ୟମ ତାଙ୍କ ବିଷୟରେ କଣ କହେ ତାହା ଜାଣିହୁଏ। ତେବେ ସେ ଏହାକୁ ସକରାତ୍ମକ ନଜରରେ ଦେଖିଥାନ୍ତି। ତେବେ ସେ ଭଲ ଖେଳିଲେ ଖବର କାଗଜ ପଢୁନଥାନ୍ତି। ସେହି ସମୟରେ ତାଙ୍କ ବାବଦରେ ଭଲ କଥା ଲେଖାଯାଇଥାଏ।

ତେବେ ପାକିସ୍ତାନ କ୍ରିକେଟ ବୋର୍ଡ ଅନେକ ଖରାପ ପର୍ମ ଦେଇ ଗତି କରୁଥିବା ଖେଳାଳିଙ୍କୁ ବାରମ୍ବାର ସୁଯୋଗ ଦେଉଥିବା ମିଆଁଦାଦ କହିଛନ୍ତି। ଏହି ଖେଳାଳିମାନେ ଭାରତ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଫ୍ଲେୟାରଙ୍କ ସହ ଖେଳିପାରିବେ ନାହିଁ ବୋଲି ସେ କହିଥିଲେ।

   Related Posts