Monday, August 19, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଯାତ୍ରା କଳାକାରଙ୍କ ପକ୍ଷରୁ ଦଇତାରୀ ପଣ୍ଡା ବାଣ୍ଟିଲେ ବାତ୍ୟା ବିପନ୍ନଙ୍କୁ ସହାୟତା

ଜଗତସିଂହପୁର୧୫|୫: ଜଗତସିଂହପୁର ଜିଲାର କଂଟାପଡା ଓ ଆଳିପିଙ୍ଗଳ ଠାରେ ବାତ୍ୟାରେ କ୍ଷତିଗସ୍ତ ହୋଇଥିବା ବିପନ୍ନ ମାନଙ୍କୁ ଓଡିଶା ଯାତ୍ରା କଳାକାର ଓ କର୍ମଚରୀ ସଂଘ ପକ୍ଷରୁ ପଲିଥିନ ଓ ବାସନ ସାମଗ୍ରୀ ଆଦି ବଂଟନ କରା ଯାଇଛି ।

ଏହି ଅବସରରେ ସଂଘର ସଂପାଦକ ଆର.କେ ହିରାଲାଲଙ୍କ ସହ ଯାତ୍ରା ଅଭିନେତା ଦଇତାରୀ ପଣ୍ଡା ଓ ଅନ୍ୟାନ୍ୟ କଳାକାର ମାନେ ଯୋଗ ଦେଇ ବିପନ୍ନ ମାନଙ୍କ ଅସୁବିଧା ବାବଦରେ ବୁଝିବା ସହ ସେମାନଙ୍କୁ  ପଲିଥିନ ଓ ବାସନ ବଂଟନ କରିଥିଲେ।

335 Views

   ସମ୍ବନ୍ଧିତ ଖବର