ଯାତ୍ରା କଳାକାରଙ୍କ ପକ୍ଷରୁ ଦଇତାରୀ ପଣ୍ଡା ବାଣ୍ଟିଲେ ବାତ୍ୟା ବିପନ୍ନଙ୍କୁ ସହାୟତା

Published By : Prameya-News7 Bureau | May 15, 2019 IST

ଜଗତସିଂହପୁର୧୫|୫: ଜଗତସିଂହପୁର ଜିଲାର କଂଟାପଡା ଓ ଆଳିପିଙ୍ଗଳ ଠାରେ ବାତ୍ୟାରେ କ୍ଷତିଗସ୍ତ ହୋଇଥିବା ବିପନ୍ନ ମାନଙ୍କୁ ଓଡିଶା ଯାତ୍ରା କଳାକାର ଓ କର୍ମଚରୀ ସଂଘ ପକ୍ଷରୁ ପଲିଥିନ ଓ ବାସନ ସାମଗ୍ରୀ ଆଦି ବଂଟନ କରା ଯାଇଛି ।

{"id":112191}

ଏହି ଅବସରରେ ସଂଘର ସଂପାଦକ ଆର.କେ ହିରାଲାଲଙ୍କ ସହ ଯାତ୍ରା ଅଭିନେତା ଦଇତାରୀ ପଣ୍ଡା ଓ ଅନ୍ୟାନ୍ୟ କଳାକାର ମାନେ ଯୋଗ ଦେଇ ବିପନ୍ନ ମାନଙ୍କ ଅସୁବିଧା ବାବଦରେ ବୁଝିବା ସହ ସେମାନଙ୍କୁ  ପଲିଥିନ ଓ ବାସନ ବଂଟନ କରିଥିଲେ।

{"id":112192}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.