ଜାତୀୟ ରାଜପଥରେ ସାଇକେଲକୁ ଧକ୍କା ଦେଲା ମିନିଟ୍ରକ, ଚାଲିଗଲା ଜଣଙ୍କର ଜୀବନ

Published By : Prameya-News7 Bureau | October 09, 2021 IST

କଣ୍ଟାବାଞ୍ଜି ୦୯/୧୦: ବଙ୍ଗୋମୁଣ୍ଡା-ଖଡ଼ିଆଳ ୫୯ ଜାତୀୟ ରାଜପଥ ଗନ୍ଧରାବନ୍ଧ ନିକଟରେ ଦୁର୍ଘଟଣା। ସାଇକେଲକୁ ଧକ୍କା ଦେଲା ମିନିଟ୍ରକ, ଜଣେ ମୃତ । ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଛି । ବଙ୍ଗୋମୁଣ୍ଡା-ଖଡ଼ିଆଳ ୫୯ ଜାତୀୟ ରାଜପଥ ଗନ୍ଧରାବନ୍ଧ ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତକ ହେଲେ ଡୁମେରମୁଣ୍ଡା ଗାଁର ପରିବା ବିକାଳୀ ବିଦ୍ୟାଧର ପୁଟେଲ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.