Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ୱାର୍ଲଡକପରେ ଶତକ ପରେ ଶତକ ବାଡଉଥିବା ଏହି ଧୁଆଁଧାର ବ୍ୟାଟ୍ସମ୍ୟାନ ମଧ୍ୟ ବାହାରିଲେ ଟିମରୁ

18/06/2019 at 1:03 PM

ଇଂଲଣ୍ଡର ଧୁଆଁଧାର ବ୍ୟାଟ୍ସମ୍ୟାନ ଜେସନ ରଏ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଖେଳିବେ ନାହିଁ । ଜେସନ ଗୋଟିଏ ସପ୍ତାହ ପାଇଁ ଟିମର୍ ରହିବେ ନାହିଁ । ୱେଷ୍ଟଇଣ୍ଡିଜ ବିପକ୍ଷରେ ମ୍ୟାଚ ଖେଳୁଥିବା ସମୟରେ ଜେସନ ପିଠିରେ ଆଘାତ ହୋଇଛି । ଯେଉଁଥିପାଇଁ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ସେ ଖେଳିପାରିବେ ନାହିଁ । ଜେସନ ଟିମରୁ ବାହାରିଯିବା ଫଳରେ ଟିମ ଦୁର୍ବଳ ପ୍ରଦର୍ଶନ କରିପାରେ । ଆଜି ଇଂଲଣ୍ଡ ଆଫଗାନିସ୍ତାନ ବିପକ୍ଷରେ ଖେଳିବ ।

ଆଜିର ମ୍ୟାଚ ପୁର୍ବରୁ ଜେସନ ଟିମରୁ ବାହାରି ଯାଇଛନ୍ତି । ଜୁନ ୨୧ ତାରିଖରେ ଇଂଲଣ୍ଡ ଶ୍ରୀଲଙ୍କା ବିପକ୍ଷରେ ଖେଳିବ । ଜୁନ ୨୫ ତାରିଖରେ ଟିମ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ । ଏହିଭଳି ସ୍ଥିତିରେ ଜେସନ ଟିମରୁ ବାହାରିଯିବାରୁ ଟିମ ଏକ ବଡ ଝଟକା ଲାଗିଛି ।

   Related Posts