Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଯଶିପୁର ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ଅଗ୍ନିକାଣ୍ଡ

22/04/2019 at 8:42 AM

କରଞ୍ଜିଆ ୨୨/୪ : କରଞ୍ଜିଆ ଯଶିପୁର ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ଅଗ୍ନିକାଣ୍ଡ ଘଟିଛି | ଆଜି ସକାଳ ୭ ଟା ସମୟରେ ବ୍ୟାଙ୍କ ଅଫ ଇଣ୍ଡିଆ ଜଶିପୁର ଶାଖାରେ ଅଗ୍ନିକାଣ୍ଡ ଘଟିଯାଇଛି | ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଜଣାପଡିଛି | ସୂଚନା ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲା | ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର ଆକଳନ କରାଯାଇ ନାହିଁ ।

   Related Posts