ଯଶିପୁର ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ଅଗ୍ନିକାଣ୍ଡ

Published By : Prameya-News7 Bureau | April 22, 2019 IST

କରଞ୍ଜିଆ ୨୨/୪ : କରଞ୍ଜିଆ ଯଶିପୁର ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ଅଗ୍ନିକାଣ୍ଡ ଘଟିଛି | ଆଜି ସକାଳ ୭ ଟା ସମୟରେ ବ୍ୟାଙ୍କ ଅଫ ଇଣ୍ଡିଆ ଜଶିପୁର ଶାଖାରେ ଅଗ୍ନିକାଣ୍ଡ ଘଟିଯାଇଛି | ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଜଣାପଡିଛି | ସୂଚନା ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲା | ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର ଆକଳନ କରାଯାଇ ନାହିଁ ।

{"id":105925}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.