ଯଶୀପୁର ଜାମୁନାଳିଆ ଛକଠାରେ ଦୁର୍ଘଟଣା , ଘଟଣାସ୍ଥଳରେ ୨ ମୃତ, ଜଣେ ଗୁରୁତର

Published By : Prameya-News7 Bureau | November 07, 2018 IST

ଯଶୀପୁର ;୦୭/୧୧-ଯଶୀପୁର ଜାମୁନାଳିଆ ଛକଠାରେ ଦୁର୍ଘଟଣା । ସାଇକେଲ ଆରୋହୀଙ୍କୁ ପିଟିଲା ଅଜଣା ଗାଡ଼ି । ଘଟଣାସ୍ଥଳରେ ୨ ମୃତ, ଜଣେ ଗୁରୁତର । ଗୁରୁତର ରରୁଆଁ ହସ୍ପିଟାଲରେ ଭର୍ତ୍ତି  । ୨ ମୃତକଙ୍କ ପରିଚୟ ମିଳିନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.