Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ଜନନୀ ଯନ୍ତ୍ରଣା – ୫ କିଲୋମିଟର ଚାଲିବା ପରେ ନଦୀଭିତରେ ଏମିତି ଆସିଥିଲେ ଗର୍ଭବତୀ ମହିଳା

21/12/2019 at 5:01 PM

ରାୟଗଡା ୨୧।୧୨ – ପୁଣି ଜନନୀ ଯନ୍ତ୍ରଣା । ରାସ୍ତା ନଥିବାରୁ ୫ କିଲେ।ମିଟର ଚାଲି ଚାଲି ଆସିଲେ ଗର୍ଭବତୀ ମହିଳା । ଘଟଣା ରାୟଗଡା ଜିଲ୍ଲା ସଦରମହକୁମା ସାରାପାଡି ଗାଁର । ଗର୍ଭବତୀ ମହିଳା ଜଣକ ହେଲେ ସୁନ ହୁଇକା। ଆଜି ସକାଳୁ ସୁନଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା। କିନ୍ତୁ ଗାଁ ରୁ ରାସ୍ତା ନଥିବା ଯୋଗୁଁ ୫ କିଲୋମିଟର ବାଟ ଚାଲି ଚାଲି ଆସିଥିଲେ।

 ଏଭଳିକି ରାସ୍ତାରେ ଝଞ୍ଜାବତି ନଦୀ ଭିତରେ ଭରା ପାଣିରେ ନଦୀ ପାର ହୋଇ ନିଜେ ଆସିଥିଲେ ଗର୍ଭବତୀ। ବହୁ କଷ୍ଟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ।

 ଚିକିତ୍ସାଳୟରେ ସେ ଗୋଟିଏ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ବାରମ୍ବାର ରାୟଗଡା ଜିଲ୍ଲାରେ ,ଭଳି ଚିତ୍ର ଦେଖିବାକୁ ମିଳୁଛି ।

   Related Posts