Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜାମ୍ମୁ କାଶ୍ମୀର ପୁଲବାମାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ

1/05/2018 at 6:57 AM

ଜାମ୍ମୁ କାଶ୍ମୀର ପୁଲବାମାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ
ଆତଙ୍କବାଦୀଙ୍କ ଗୁଳିରେ ୩ ସାଧାରଣ ଲୋକଙ୍କ ମୃତ୍ୟୁ
ଲୋକେ ଆତଙ୍କିତ
ଆତଙ୍କବାଦୀ ସମୀର ଟାଇଗର ଓ ଆକ୍ୟୁବ ଖାଁ ପ୍ରାଣ ହରାଇଛନ୍ତି
ଆତଙ୍କବାଦୀ ସମୀର ଉପରେ ୧୦ ଲକ୍ଷ ପୁରସ୍କାର ରାଶି ଘୋଷଣା କରାଯାଇଥିଲା

Leave a Reply

   Related Posts