ଜଳେଶ୍ବର IICଙ୍କ ମହାନତା, ରେଳ ଷ୍ଟେସନରେ ଅସହାୟ ଓ ଭିକାରୀମାନଙ୍କୁ ବାଣ୍ଟିଲେ କମ୍ବଳ ଓ ଶୁଖିଲା ଖାଦ୍ୟ

Published By : Prameya-News7 Bureau | November 27, 2020 IST

ଜଳେଶ୍ବର ୨୭।୧୧: ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଆଇଆଇସି ମାନସ ଦେଓଙ୍କ ମହାନତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ରେଳ ଷ୍ଟେସନ ଆଗରେ ଅସହାୟ ଓ ଭିକାରୀମାନେ ଶୀତରେ ଥରୁଥିବା ବେଳେ ସେମାନଙ୍କ ପାଖରେ ଘୋଡେଇ ହେବା ପାଇଁ କିଛି ନଥିଲା ।

{"id":368330,"sizeSlug":"large"}

ଏହା ଦେଖି ଜଳେଶ୍ବର ଆଇଆଇସି ମାନସ ଦେଓ କିଛି କମ୍ବଳ ଓ ଶୁଖିଲା ଖାଦ୍ୟ ବାଣ୍ଟିଥିବା ଦେଖିବାକୁ ମିଳିଥିଲା । ତାଙ୍କର ଏଭଳି କାମକୁ ବୁଦ୍ଧିଜୀବୀ ମହଲରେ ବେଶ୍ ପ୍ରଶଂସାର କରାଯାଇଛି ।

{"id":368328,"sizeSlug":"large"}

ଏହା ବ୍ୟତୀତ ମ୍ୟୁନିସିପାଲଟିର ଅସହାୟ ଗରିବମାନଙ୍କୁ କେତେବେଳେ ଶୁଖିଲା ଖାଦ୍ୟ ତ କେତେବେଳେ ଲୁଗା ବଣ୍ଟନ କରି ଅଳ୍ପ ଦିନର ନିଜର ମହାନତାର ପରିଚୟ ସୃଷ୍ଟି କରିପାରିଛନ୍ତି ଆଇଆଇସି ମାନସ ଦେଓ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.