Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଜଳେଶ୍ବର IICଙ୍କ ମହାନତା, ରେଳ ଷ୍ଟେସନରେ ଅସହାୟ ଓ ଭିକାରୀମାନଙ୍କୁ ବାଣ୍ଟିଲେ କମ୍ବଳ ଓ ଶୁଖିଲା ଖାଦ୍ୟ

27/11/2020 at 10:44 AM

ଜଳେଶ୍ବର ୨୭।୧୧: ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଆଇଆଇସି ମାନସ ଦେଓଙ୍କ ମହାନତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ରେଳ ଷ୍ଟେସନ ଆଗରେ ଅସହାୟ ଓ ଭିକାରୀମାନେ ଶୀତରେ ଥରୁଥିବା ବେଳେ ସେମାନଙ୍କ ପାଖରେ ଘୋଡେଇ ହେବା ପାଇଁ କିଛି ନଥିଲା ।

ଏହା ଦେଖି ଜଳେଶ୍ବର ଆଇଆଇସି ମାନସ ଦେଓ କିଛି କମ୍ବଳ ଓ ଶୁଖିଲା ଖାଦ୍ୟ ବାଣ୍ଟିଥିବା ଦେଖିବାକୁ ମିଳିଥିଲା । ତାଙ୍କର ଏଭଳି କାମକୁ ବୁଦ୍ଧିଜୀବୀ ମହଲରେ ବେଶ୍ ପ୍ରଶଂସାର କରାଯାଇଛି ।

ଏହା ବ୍ୟତୀତ ମ୍ୟୁନିସିପାଲଟିର ଅସହାୟ ଗରିବମାନଙ୍କୁ କେତେବେଳେ ଶୁଖିଲା ଖାଦ୍ୟ ତ କେତେବେଳେ ଲୁଗା ବଣ୍ଟନ କରି ଅଳ୍ପ ଦିନର ନିଜର ମହାନତାର ପରିଚୟ ସୃଷ୍ଟି କରିପାରିଛନ୍ତି ଆଇଆଇସି ମାନସ ଦେଓ ।

   Related Posts