ଜଲେଶପଟ୍ଟା ଆଶ୍ରମର ମୁଖ୍ୟ ଜୀବନ ମୁକ୍ତାନନ୍ଦ ସରସ୍ଵତୀଙ୍କୁ ହତ୍ୟା ଧମକ ଓ ଆଶ୍ରମକୁ ଉଡାଇ ଦେବାକୁ ଫୋନରେ କହିଛି ଅଜ୍ଞାତ ବ୍ୟକ୍ତି

Published By : Prameya-News7 Bureau | February 20, 2021 IST

ବାଲିଗୁଡା ୨୦।୦୨ : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଜଲେଶପଟ୍ଟା ଆଶ୍ରମର ମୁଖ୍ୟ ଜୀବନ ମୁକ୍ତାନନ୍ଦ ସରସ୍ଵତୀଙ୍କୁ ଫୋନରେ ହତ୍ୟା ଧମକ ଦିଆଯାଇଛି।। ଚାରି ଦିନ ଭିତରେ ଜଳେଶପଟ୍ଟା କନ୍ୟାଶ୍ରମକୁ ଉଡାଇଦେବା ସହ ଜୀବନରେ ମାରିଦେବାକୁ ଶନିବାର ସନ୍ଧ୍ୟା ୪ଟା ୩୦ରେ ବେଳେ ଧମକ ଦିଆଯାଇଛି। ତୁମୁଡିବନ୍ଧ ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.