ବିପଦ ସଙ୍କେତ ଟପିଲା ଜଳକା ନଦୀର ଜଳସ୍ତର

Published By : Prameya-News7 Bureau | September 25, 2019 IST

ଜଳେଶ୍ବର ୨୫।୯: ଜଳେଶ୍ବରରେ ବିପଦ ସଙ୍କେତ ଟପିଲା ଜଳକା ନଦୀ ଜଳସ୍ତର । ବସ୍ତା ବ୍ଲକ ମଥାନୀ ଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ସକାଳ ୮ଟା ସୁଦ୍ଧା ନଦୀର ଜଳସ୍ତର ୫.୯୦ମିଟର ରହିଛି । ଘଣ୍ଟା ପ୍ରତି ୦.୧୦ ମିଟରରେ ଜଳସ୍ତର ବଢୁଛି । ତେଣୁ ଜଳକା ନଦୀ କୂଳିଆ ଗାଁ ଲୋକେ ଆଶଙ୍କାରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.